From Wikipedia, the free encyclopedia
ନାଗିନା ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ବିଜ୍ନୋର୍ ଜିଲ୍ଲାରେ ଅବସ୍ଥିତ ।
Nagina | |
---|---|
city | |
ଦେଶ | India |
ରାଜ୍ୟ | Uttar Pradesh |
ଜିଲ୍ଲା | Bijnor |
Founded by | Syed Ghalib Ali |
Elevation | 282 m (925 ft) |
Population (2011)[1] | |
• Total | ୯୫,୨୪୬ |
Time zone | UTC+5:30 (IST) |
PIN | 246762 |
ଯାନବାହାନ ପଞ୍ଚୀକରଣ | UP 20 |
ନାଗିନା ୨୯.୪୪୪୪ ଉତ୍ତର ଅକ୍ଷାଂଶ ଓ ୭୮.୪୩୪୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[2]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ନାଗିନା ସହରର ମୋଟ ଜନସଂଖ୍ୟା ୭୧୩୧୦ ଅଟେ ।[3] ସେଥି ମଧ୍ୟରୁ ୫୨.୫୩% ଜଣ ପରୁଷ ହୋଇଥିବା ବେଳେ ୪୭.୪୭% ଜଣ ନାରୀ ଅଟନ୍ତି । ନାଗିନାର ସାକ୍ଷରତା ହାର ୪୮.୬୬% ଅଟେ । ଏହା ଜାତୀୟ ହାରଠାରୁ ୧୬.୧୮% ପ୍ରତିଶତ କମ ଅଟେ । ସେଥିରୁ ୨୭.୯୧% ପ୍ରତିଶତ ପୁରୁଷ ଓ ୨୦.୭୫% ନାରୀ ଅଟନ୍ତି । ୧୮.୨୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[3]
ହିନ୍ଦୀ ନାଗିନାର ସରକାରୀ ଭାଷା ଅଟେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.