From Wikipedia, the free encyclopedia
ଧାତୁ (English: Metal) ହେଉଛି ଏକ ମୌଳିକ, ଯୌଗିକ ବା ମିଶ୍ରଧାତୁ ଯାହାକି ବିଦ୍ୟୁତ ଓ 'ତାପ'ର ସୁପରିବାହୀ ଅଟେ । ଧାତୁ ଗୁଡ଼ିକ ତନ୍ୟ, ନମନୀୟ ହୋଇଥାନ୍ତି ଓ ଘଷିଲେ ଚିକ୍ ଚିକ୍ କରନ୍ତି ।[1] କିଛି ମୌଳିକ ଓ ଯୌଗିକ ଯାହାକି ଧାତୁ ନୁହନ୍ତି କିନ୍ତୁ ଉଚ୍ଚ ଚାପ ଯୋଗୁଁ ଧାତବ ପ୍ରକୃତି ପ୍ରଦର୍ଶନ କରିଥାନ୍ତି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.