ଏହି ଲେଖାଟି ଦହିବରା ବାବଦରେ । ବାକିସବୁ ପାଇଁ, ବରାଦହିବରା-ଆଳୁଦମ ଦେଖନ୍ତୁ ।

Quick Facts ଆରମ୍ଭ, ଅଞ୍ଚଳ ...
ଦହିବରା
Thumb
ଦହିବରା
ଆରମ୍ଭ
ଅଞ୍ଚଳଓଡ଼ିଶା, ଦକ୍ଷିଣ ଭାରତ
ଖାଇବାର ସବିଶେଷ
ଖାଇବାର ମେଳଣଦହିବରା-ଆଳୁଦମ
ବାଢ଼ିବାର ତାତିଥଣ୍ଡା
ମୂଳ ଉପାଦାନବରା, ଦହି
Close

ଦହିବରା ଏକ ପାରମ୍ପାରିକ ଓଡ଼ିଆ ଖାଦ୍ୟ[1] ଯାହା ବରାକୁ ଦହିରେ ପକାଇ ତିଆରି କରାଯାଇଥାଏ । ଓଡ଼ିଶା ବାଦ ଏହା ଦକ୍ଷିଣ ଭାରତରେ ଖୁବ ଜଣାଶୁଣା ଓ ଭାରତର ବାକି ଅଞ୍ଚଳରେ ମଧ୍ୟ ଖିଆଯାଇଥାଏ । ଓଡ଼ିଶାର କଟକ ସହର ଦହିବରା ପାଇଁ ଖ୍ୟାତିଲାଭ କରିଛି ।

ଉପାଦାନ

ପ୍ରଣାଳୀ

ବରାକୁ ଛଣାହେବା ପରେ କିଛି ସମୟ ଦହି ମିଶା ଲୁଣ ପାଣିରେ ପାଣିରେ ପକାଇ ଦିଆଯାଇଥାଏ । ବରା ସବୁ ପାଣିରେ ଭିଜିଗଲେ ସେଥିରେ ଦହି ମିଶାଯାଇଥାଏ । ଏହା ଉପରେ ଭୃଷୁଙ୍ଗା ପତ୍ରକୁ ଭାଜି ଧଣିଆ ପତ୍ର, ଲଙ୍କା, ପିଆଜ ଆଦିରେ ସଜାଇ ପରଷାଯାଇଥାଏ । ଓଡ଼ିଶାର କଟକର ଦହିବରା-ଆଳୁଦମ ଖୁବ ପ୍ରସିଦ୍ଧ ।

ପରଷା

ଏହା ଏକ ଜଳଖିଆ ଭାବରେ ପରଷାଯାଇଥାଏ । ଅନେକ ବିବାହ ଓ ପୂଜା ପାର୍ବଣ ଓ ଉତ୍ସବ[2]ରେ ମଧ୍ୟ ଏହା ପରଷାଯାଇଥାଏ ।

ଗ୍ୟାଲେରି

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.