ଭାରତର ଏକ ନଦୀ From Wikipedia, the free encyclopedia
ତେଲ ନଦୀ, ମହାନଦୀର ଏକ ଉପନଦୀ ।[1] ଏହା ଓଡ଼ିଶାର ନବରଙ୍ଗପୁର ଜିଲ୍ଲାର ପାର୍ବତ୍ୟଞ୍ଚଳ ଜୋରିଗାମଠାରୁ[2] ବାହାରି[3] କଳାହାଣ୍ଡି, ବଲାଙ୍ଗିର ତଥା ସୋନପୁର ଜିଲ୍ଲା ଦେଇ ପ୍ରବାହିତ ହେଇଥାଏ । ଏହା ଟିଟିଲାଗଡ଼ ସହରଠାରୁ ମାତ୍ର ୮ କିଲୋମିଟର ଦୂର ଦେଇ ପ୍ରବାହିତ ହେଇଥାଏ । ମହାନଦୀର ଏହି ଉପନଦୀ, ମୂଳ ମହାନଦୀ ସହ ସୋନପୁରଠାରେ ମିଳିତ ହୁଏ । ଦୁଇ ନଦୀର ସଂଗମ ସ୍ଥଳ ଏକ ପର୍ଯ୍ୟଟକ ସ୍ଥାନ ଭାବରେ ବିଖ୍ୟାତ । ତେଲ ନଦୀ ତଟରେ ବୈଦ୍ୟନାଥଙ୍କ ମନ୍ଦିର ମଧ୍ୟ ରହିଛି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.