୧୯୮୭ର ଓଡ଼ିଆ କଥାଚିତ୍ର From Wikipedia, the free encyclopedia
ତୁଣ୍ଡ ବାଇଦ, '୧୯୮୭' ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହା ଗୋବିନ୍ଦ ତେଜଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଇଥିଲା ।[1] ଔପନ୍ୟାସିକ କାହ୍ନୁ ଚରଣ ମହାନ୍ତିଙ୍କ 'ତୁଣ୍ଡ ବାଇଦ' ଉପନ୍ୟାସ ଅବଲମ୍ବନରେ ଏହା ନିର୍ମିତ ହେଇଥିଲା ।[2]
ତୁଣ୍ଡ ବାଇଦ | |
---|---|
ନିର୍ଦ୍ଦେଶକ | ଗୋବିନ୍ଦ ତେଜ |
ପ୍ରଯୋଜକ | ନଗେନ ସାହୁ |
ସଂଳାପ | ଗୋବିନ୍ଦ ତେଜ, ସୁବୋଧ ପଟ୍ଟନାୟକ |
କାହାଣୀ | କାହ୍ନୁ ଚରଣ ମହାନ୍ତି |
କଳାକାର | ସୁଜାତା ଆନନ୍ଦ, ଅଜିତ ଦାସ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି |
ସଙ୍ଗୀତ | Akshaya Mohanty |
ଚିତ୍ରଗ୍ରହଣ | ରାଜନ କିନ୍ନାଗି |
ସମ୍ପାଦକ | ଏ. ଶ୍ରୀକର ପ୍ରସାଦ, ଏ.ସଞ୍ଜୀବି |
ମୁକ୍ତିଲାଭ ତାରିଖ | ୧୯୮୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଓଡ଼ିଆ କଥାଚିତ୍ର ‘ତୁଣ୍ଡ ବାଇଦ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:[3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.