From Wikipedia, the free encyclopedia
ତାମ୍ରଲିପ୍ତ ,ବଙ୍ଗୋପସାଗରରେ ଅବସ୍ଥିତ ଏକ ପ୍ରାଚୀନ ଦ୍ୱିପ । ଆଧୁନିକ ଭାରତରେ ଏହା ପଶ୍ଚିମ ବଙ୍ଗର ମେଦିନୀପୁର ଜିଲ୍ଲା ଅଧୀନରେ ରହିଛି । ପୁରାତନ ବିଦ୍ୱାନମାନଙ୍କ ମତରେ ଏହା ପ୍ରାଚୀନ କାଳରେ ଓଡ଼ିଶା [୧]ଅଧୀନରେ ଥିଲା । ବିଶ୍ୱାସ କରାଯାଏ ଯେ ତାମ୍ରଲିପ୍ତ ଦକ୍ଷିଣ ଭାରତ ଓ ଦକ୍ଷିଣ-ପୂର୍ବ ଭାରତରର ମୌର୍ଯ୍ୟ ସାମ୍ରାଜ୍ୟ ରାଜ୍ୟର ବାଣିଜ୍ୟ ପଥର ଶେଷ ଅଂଶ ଥିଲା । ମୋଗଲମାରୀଠାରେ ଖନନଦ୍ୱାରା ଜଣାପଡେ ଯେ ଚୀନ ପରିବ୍ରାଜକ ଫା ହିଏନ[୨] କହିଥିବା ବୌଦ୍ଧ ବିହାର ସେହି ଆଞ୍ଚଳରେ ଥିଲା । ଏହା ରୂପନାରାୟଣ ନଦୀ ତୀରରେ ଥିଲା । ମହାଭାରତରେ ଏହି ସ୍ଥାନ ଭୀମା ଅଧିଗ୍ରହଣ କରିଥିବା ଉଲ୍ଲେଖ ରହିଛି । ଏହା ସେ ସମୟର ସମସ୍ତ ମୁଖ୍ୟ ସ୍ଥାନ ସହ ସଡକଦ୍ୱାରା ସଂଯୁକ୍ତ ଥିଲା । [୩]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.