From Wikipedia, the free encyclopedia
ଟୋଲବୁଟାମାଇଡ ହେଉଛି ଏକ ଔଷଧ ଯାହା ଟାଇପ୍-୨ ମଧୁମେହର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[1] ମେଟ୍ଫର୍ମିନ ପରେ ଏହା ଦ୍ୱିତୀୟ ଧାଡ଼ିର ଚିକିତ୍ସା । [1] ଏହା ପାଟିରେ ଦିଆଯାଏ ।[1] ଏହାର ପ୍ରଭାବ ୨୪ ଘଣ୍ଟା ପର୍ଯ୍ୟନ୍ତ ରହିପାରେ ।[1]ହୁଏ
Clinical data | |
---|---|
Trade names | Orinase |
AHFS/Drugs.com | monograph |
MedlinePlus | a682481 |
data |
|
Pregnancy category |
|
Routes of administration | Oral (tablet) |
ATC code | |
Legal status | |
Legal status |
|
Pharmacokinetic data | |
Protein binding | 96% |
Metabolism | Hepatic (CYP2C19-mediated) |
Elimination half-life | 4.5 to 6.5 hours |
Excretion | Renal |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.541 |
Chemical and physical data | |
Formula | C12H18N2O3S |
Molar mass | ୨୭୦.୩୫ g·mol−1 |
3D model (JSmol) | |
Melting point | 128.5 to 129.5 °C (263.3 to 265.1 °F) |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଗଲୁ ଏବଂ ରାସ ହୋଇପାରେ ।[1] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କମ୍ ରକ୍ତ ଶର୍କରା ହୋଇପାରେ ।[1] ଯକୃତ କିମ୍ବା ବୃକ୍କ ସମସ୍ୟା ଥିବା ଲୋକମାନଙ୍କର ବାରମ୍ବାର ପାର୍ଶ୍ୱ ପ୍ରତିକ୍ରିୟା ହୁଏ ।[1] ଗର୍ଭାବସ୍ଥାରେ ବ୍ୟବହାର ସାଧାରଣତ ସୁପାରିଶ କରାଯାଏ ନାହିଁ ।[2] ଏହା ଏକ ସଲଫୋନିଲୁରିଆ ଔଷଧ ।[1] ଅଗ୍ନାଶୟରୁ ଇନସୁଲିନ୍ ମୋଚନକୁ ଉତ୍ସାହିତ କରି ଏହା କାର୍ଯ୍ୟକ୍ଷମ ହୁଏ ।[1]
୧୯୫୬ ମସିହାରେ ଟୋଲବୁଟାମାଇଡ ଆବିଷ୍କୃତ ହୋଇଥିଲା ଏବଂ ୧୯୫୭ରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା ।[3] [1] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[2] ଯୁକ୍ତରାଷ୍ଟ୍ରରେ ୫୦୦ ମିଗ୍ରା ବିଶିଷ୍ଟ ୧୦୦ଟି ବଟିକା ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୯୨ ଡଲାର ଥିଲା ।[4] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୭୩ ପାଉଣ୍ଡ ।[2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.