From Wikipedia, the free encyclopedia
ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, କଟକର ନରାଜଠାରେ ଅବସ୍ଥାପିତ, ଏକ ସ୍ୱୟଂଶାସିତ ଅନୁଷ୍ଠାନ । ଆଇନ ପାଠ୍ୟକ୍ରମର ପ୍ରସାର ଦିଗରେ ଗଠିତ, ଏହି ବିଶ୍ୱବିଦ୍ୟାଳୟଟି ୨୦୦୯ ମସିହାରେ ପ୍ରତିଷ୍ଠା କରାଯାଇଥିଲା । ୩୧ ଅକ୍ଟୋବର ୨୦୦୯ ମସିହାରେ, ଏହି ବିଶ୍ୱବିଦ୍ୟାଳୟର ଆନୁଷ୍ଠାନିକ ଉଦଘାଟନ କରାଯାଇଥିଲା ।ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟବିଚାରପତି, ଏହି ବିଶ୍ୱବିଦ୍ୟାଳୟର କୁଳାଧିପତି ଅଟନ୍ତି । ଫୈଜାନ ମୁସ୍ଥଫା[1], ଏହି ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବରେ ନିଯୁକ୍ତ ହୋଇଥିଲେ । ଆଇନ ସମ୍ବନ୍ଧିୟ ବିଭିନ୍ନ ପାଠ୍ୟକ୍ରମରେ ଏଠାରେ ଶିକ୍ଷାଦାନ ଓ ଡିଗ୍ରୀ ପ୍ରଦାନ କରାଯାଇଥାଏ । ଏହି ସବୁ ପାଠ୍ୟକ୍ରମରେ ନାମଲେଖାଇବା ପାଇଁ ସର୍ବଭାରତୀୟ ସ୍ଥରର ପରୀକ୍ଷା[2] ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ଚୟନ କରାଯାଇଥାଏ ।
ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ | |
---|---|
ଲକ୍ଷ୍ୟ | "ସତ୍ୟେ ସ୍ଥିତୋ ଧର୍ମଃ" |
ସ୍ଥାପିତ | ୨୦୦୯ |
ପ୍ରକାର | ରାଜ୍ୟ ବିଶ୍ୱବିଦ୍ୟାଳୟ |
କୁଳାଧିପତି | ଭି. ଗୋପାଳ ଗୌଡା |
କୁଳପତି | ପ୍ରଫେସର ଡା. ଚନ୍ଦ୍ରା କ୍ରିଷ୍ଣମୂର୍ତୀ |
ଅବସ୍ଥାନ | କଟକ, ଓଡ଼ିଶା, ଭାରତ |
ପରିସର | ନଗର |
ଅନୁବନ୍ଧନ | ଇଉ.ଜି.ସି. |
ୱେବସାଇଟ | www.nluo.ac.in |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.