From Wikipedia, the free encyclopedia
ଜହ୍ନି ଚଟଣି ଭାରତର ଓଡ଼ିଶାରେ ରନ୍ଧାଯାଉଥିବା ଏକ ଖାଦ୍ୟ ।
ଏହି ପ୍ରସଙ୍ଗଟିରେ ବୋଧ ହୁଏ ବ୍ୟାକରଣ, ଲିଖନ ଶୈଳୀ, ସନ୍ଧି, ଢଙ୍ଗ ବା ବନାନ ସୁଧାରିବାକୁ ପଡ଼ିପାରେ । ଆପଣ ସମ୍ପାଦନ କରି ଏହାକୁ ସୁଧାରି ପାରନ୍ତି । |
ଜହ୍ନିରୁ ଚୋପା ଛଡ଼ାଇ ଚୋପାକୁ ଧୋଇ ଛୋଟ ଛୋଟ କରି କାଟି ରଖନ୍ତୁ। କଡ଼ାରେ ତେଲ ଗରମ କରି ଜିରା ଫୁଟାନ୍ତୁ। ଜିରା ଫୁଟିଯିବା ପରେ କଞ୍ଚାଲଙ୍କା, ରସୁଣ ଓ ଅଦା ଛୋଟ ଛୋଟ କରି ପକାଇ ଦିଅନ୍ତୁ। ଭାଜି ହୋଇଗଲା ପରେ ରଖିଥିବା ଜହ୍ନି ଚୋପାକୁ ପକାନ୍ତୁ। ଏହା ପରେ ଲୁଣ ଦେଇ ଘୋଡ଼ାଇ ଦିଅନ୍ତୁ। ଦୁଇ ତିନି ମିନିଟ ପରେ ଦରସିଝା ଅବସ୍ଥାରେ ତାକୁ ଓହ୍ଲାଇ ତେନ୍ତୁଳି ସହିତ ବାଟି ଦିଅନ୍ତୁ।
ଏହି ଚଟଣୀ ଭାତ ସହିତ ଖାଇବାକୁ ଭଲ ଲାଗେ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.