From Wikipedia, the free encyclopedia
ଛେନାଗଜା ଛେନା ଓ ଚିନି, ସୁଜି (ସେମୋଲିନା)ରୁ ତିଆରି ଏକ ଓଡ଼ିଆ ମିଠା । ଏହା ଛେନା ଓ ଚିନି, ସୁଜିକୁ ମିଶାଇ ଲମ୍ବାଳିଆ ଆକାରର ଗଜା ତିଆରି ତିଆରି କରାଯାଇ ତାହାକୁ ଛଣାହେଲା ପରେ ଚିନିସିରାରେ ରଖାଯାଇ ଖିଆଯାଇଥାଏ । ଭୁବନେଶ୍ୱର ନିକଟରେ ଥିବା ପାହାଳରେ ଭଲ କିସମର ଛେନାଗଜା ମିଳିଥାଏ ।[1]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.