ଚିନି

From Wikipedia, the free encyclopedia

ଚିନି

ଚିନି - ସାଧାରଣତଃ ଏହାକୁ ନିତିଦିନିଆ ଖାଦ୍ୟରେ ବ୍ୟବହାର କରାଯାଏ । ଏହାର ସ୍ୱାଦ ମିଠା ଅଟେ । ମୁଖ୍ୟତ ଏଥିରେ ଶ୍ୱେତସାର ଥାଏ । ସାଧାରଣ ଚିନିକୁ monosaccharides ବୋଲି କୁହାଯାଏ । ଏଥିରେ glucose ଓ fructose ଥାଏ । ଗ୍ରାନ୍ୟୁଲେଟେଡ ଚିନିକୁ disaccharide କୁହାଯାଏ । ଏଥିରେ maltose ଓ lactose ଥାଏ । ଚିନି ଆଖୁରୁ ପ୍ରସ୍ତୁତ କରାଯାଇଥାଏ । ଦକ୍ଷିଣ ଏସିଆ ଓ ଦକ୍ଷିଣ ପୂର୍ବ ଏସିଆରେ ଅଧିକ ଆଖୁ ଚାଷ କରାଯାଇଥାଏ ।

Thumb
Closeup of raw (unrefined, unbleached) sugar

୨୦୧୧ରେ ସାରା ବିଶ୍ୱରେ ୧୬୮ ମିଲିୟନ ଟନ ଚିନି ଉତ୍ପାଦନ କରାଯାଇଥିଲା ।ସାଧାରଣ ଜଣେ ମଣିଷ ପ୍ରତି ବର୍ଷରେ ୨୪ କିଲୋ ଚିନି ଖାଇଥାଏ ।

ଇତିହାସ

ପୂର୍ବ ଯୁଗରୁ ଚିନି ଭାରତରେ ଉତ୍ପାଦନ ହେଉଥିଲା । ଦକ୍ଷିଣ ଏସିଆ ଓ ଦକ୍ଷିଣ ପୂର୍ବ ଏସିଆରେ ଏହା ଅଧିକ ମାତ୍ରାରେ ଉତ୍ପାଦନ କରାଯାଉଥିଲା ।[୧] ଅଲଗା ଜାତୀୟ ଚିନି ଅଲଗା ଅଲଗା ଯାଗାରୁ ଆସିଥିବାର ନଜିର ରହିଛି ଯେମିତିକି Saccharum barberi ଭାରତରୁ and S. edule and S. officinarum ନିଉ ଗୁଇନେଆରୁ .[୧][୨] ପର୍ତ୍ତୁଗିଜମାନେ ୧୫୪୦ ମସିହାରେ ଚିନିକୁ ବ୍ରାଜିଲ ନେଇଯାଇଥିଲେ ।ସେଠାରେ ୮୦୦ ଚିନି କଳ ଥିଲା । ତାହା ଆଗରୁ ୧୫୦୧ ଓ ୧୫୨୦ ଭିତରେ କ୍ୟୁବା,ଜାମାଇକାଠାରେ ବହୁତ ସୁଗାର ମିଲ ହେଇସାରିଥିଲା ।

ରସାୟନ ବିଜ୍ଞାନ

Wikiwand - on

Seamless Wikipedia browsing. On steroids.