ପୁରାତନ ଭାରତୀୟ ରାଜଗୁରୁ ଓ ଦାର୍ଶନିକ From Wikipedia, the free encyclopedia
କୌଟିଲ୍ୟ (ଖ୍ରୀ.ପୂ. 370- ଖ୍ରୀ.ପୂ.2831)[୨] ଜଣେ ଭାରତୀୟ ଶିକ୍ଷକ, ଦାର୍ଶନିକ ଏବଂ ରାଜଗୁରୁ ଥିଲେ ।
ଚାଣକ୍ୟ | |
---|---|
ଜନ୍ମ | c. 370 BCE[୧] |
ମୃତ୍ୟୁ | c. 283 BCE[୧] ପାଟଳୀପୁତ୍ର |
ଅନ୍ୟ ନାମ | କୈଟିଲ୍ୟ, ବିଷ୍ଣୁଗୁପ୍ତ |
ଶିକ୍ଷାନୁଷ୍ଠାନ | ତକ୍ଷଶିଳା |
ବୃତ୍ତି(ସମୂହ) | Professor and royal advisor |
ପ୍ରସିଦ୍ଧି | Foundation of the ମୌର୍ଯ୍ୟ ସାମ୍ରାଜ୍ୟ |
ଉଲ୍ଲେଖନୀୟ କୃତି | ଅର୍ଥଶାସ୍ତ୍ର (authorship disputed), ଚାଣକ୍ୟ ନୀତି |
ପ୍ରକୃତରେ ସେ ପୂରାତନ ତକ୍ଷଶିଳା ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ର ଓ ରାଜନିତୀ ବିଜ୍ଞାନର ଜଣେ ପ୍ରାଧ୍ୟାପକ ଥିଲେ । ଚାଣକ୍ୟ ମୌର୍ଯ୍ୟ ସାମ୍ରାଜ୍ୟ ସ୍ଥାପନରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏହି ସାମ୍ରାଜ୍ୟ ଇତିହାସର ପ୍ରଥମ ସାମ୍ରାଜ୍ୟ ଭାବେ ଭାରତବର୍ଷର ଅନେକ ଅଂଶ ଦଖଲ କରିଥିଲା । ସେ ପ୍ରଥମ ମୌର୍ଯ୍ୟ ସମ୍ରାଟ ଚନ୍ଦ୍ରଗୁପ୍ତ ଏବଂ ତାଙ୍କ ପୁତ୍ର ବିନ୍ଦୁସାରଙ୍କ ମୁଖ୍ୟ ପରାମର୍ଶଦାତା ଥିଲେ ।
ଚାଣକ୍ୟ ମଧ୍ୟ କୌଟିଲ୍ୟ ଓ ବିଷ୍ଣୁ ଗୁପ୍ତ ନାମରେ ପରିଚିତ ଥିଲେ, ଯେକି ଅର୍ଥଶାସ୍ତ୍ର[୩] ନାମକ ପୂରାତନ ଭାରତର ରାଜନିତୀ ଉପରେ ଆଧାରିତ ପୁସ୍ତକର ରଚନା କରିଥିଲେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.