ବାଲିକୁଦା, କଟକ From Wikipedia, the free encyclopedia
ଗୋପାଳପୁର ଓଡ଼ିଶାର କଟକ ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ଥିବା ଏକ ଗାଆଁ ।
ଗୋପାଳପୁର | |
---|---|
ଗାଁ | |
ଦେଶ | ଭାରତ |
ରାଜ୍ୟ | ଓଡ଼ିଶା |
ଜିଲ୍ଲା | କଟକ |
ପଞ୍ଚାୟତ ସମିତି | ନିଶ୍ଚିନ୍ତକୋଇଲି |
ଗ୍ରାମ ପଞ୍ଚାୟତ | ଗୋପାଳପୁର |
ଭାଷା | ଓଡ଼ିଆ, ଇଂରାଜୀ |
Time zone | IST (+୫.୩୦) |
ଡାକ କୋଡ଼ | ୭୫୪ ୨୦୭[୧] |
Area code | +୦୬୭୧ |
ଯାନବାହାନ ପଞ୍ଚୀକରଣ | OR/05 |
ଏହା ସାଲେପୁର ନିକଟରେ ଅବସ୍ଥିତ । ଏହା କଟକଠାରୁ ଜାତୀୟ ରାଜପଥ ୫ରେ ୫ କି.ମି. ଦୂରରେ ଅବସ୍ଥିତ । ଏଠାକୁ କାଠଜୋଡ଼ି ରେଳଷ୍ଟେସନଠାରୁ ମଧ୍ୟ ରେଳରେ ଯାଇହେବ ।
ଗୋପାଳପୁରଠାରେ ଏକ ଉପଡାକଘର ଅଛି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.