ଖୁରୁମା ଜଗନ୍ନାଥଙ୍କ ପାଖରେ ଲାଗୁଥିବା ଏକ ଶୁଖିଲା ଭୋଗ (ନୈବେଦ୍ୟ), ଯାହାକି ଛପନ ଭୋଗରୁ ଅନ୍ୟତମ ।[୧][୨] ଖୁରୁମା ମୁଖ୍ୟତଃ ଦୁଇ ପ୍ରକାରର ହୋଇଥାଏ; ଲୁଣି ଖୁରୁମା ଓ ମିଠା ଖୁରୁମା ।[୩]
ଉପାଦାନ
ଖୁରୁମା ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ଉପାଦାନ:
- ଅଟା - ୧ କପ୍
- ଅଜୱାଇନ୍ - ୧ ଚାମଚ
- ଲୁଣ - ସ୍ୱାଦ ଅନୁସାରେ
- ଭାଜିବା ପାଇଁ ଘିଅ
ମିଠା ଖୁରୁମା ପାଇଁ ଚିନି ବା ଗୁଡ଼ ଆବଶ୍ୟକ ହୋଇଥାଏ ।
ଆଧାର
Wikiwand in your browser!
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.