କୋହିମା

From Wikipedia, the free encyclopedia

କୋହିମା

କୋହିମା, ନାଗାଲାଣ୍ଡ ରାଜ୍ୟର ରାଜଧାନୀ ଅଟେ।

Quick Facts କୋହିମା, ଦେଶ ...
କୋହିମା
ସହର
Thumb
ଦେଶଭାରତ
ରାଜ୍ୟାନାଗାଲାଣ୍ଡ
ଜିଲ୍ଲାକୋହିମା ଜିଲ୍ଲା
Area
  ସମୁଦାୟ20 km2 (8 sq mi)
Elevation
1,444 m (4,738 ft)
Population
 (2001)
  Total୭୮,୫୮୪
  Density3,900/km2 (10,000/sq mi)
ଭାଷା
  ସରକାରୀଇଂରାଜୀ ଭାଷା
Time zoneUTC+5:30 (IST)
PIN
797001
Telephone code91 (0)370
ଯାନବାହାନ ପଞ୍ଚୀକରଣNL-01
Sex ratio927 /
Websitekohima.nic.in
Close

ଉତତ୍ପତି ସ୍ଥଳ

ଇତିହାସ

ଭୌଗଳିକ

କୋହିମାରେ ଶୀତଋତୁରେ ପ୍ରବଳ ଶୀତ ଓ ଗ୍ରୀଷ୍ମଋତୁରେ ପ୍ରବଳ ଗରମ।ଡିସେମ୍ବରଠାରୁ ଫେବୃୟାରୀ ପର୍ଯ୍ୟନ୍ତ ପ୍ରବଳ ଥଣ୍ଡା। ପ୍ରାୟତଃ ବହୁମାତ୍ରାରେ ତୁଷାର ପାତ ହୁଏ। ଜୁନଠାରୁ ଅଗଷ୍ଟ ଗରମ ପ୍ରବଳ ହୁଏ। ଗ୍ରୀଷ୍ମଋତୁରେ ପ୍ରବଳ ବର୍ଷା ହୁଏ। ଖରାଦିନର ତାପମାତ୍ରା 27–32 °C (80–90 °F) ରୁହେ।

ପାଣିପାଗ

More information Climate data for Kohima, Month ...
Climate data for Kohima
Month Jan Feb Mar Apr May Jun Jul Aug Sep Oct Nov Dec Year
Record high °C (°F) ୨୫.୦ ୨୯.୧ ୩୨.୨ ୩୩.୯ ୩୦.୫ ୩୩.୧ ୩୧.୧ ୩୧.୦ ୩୧.୫ ୨୯.୫ ୨୬.୦ ୩୩.୯
(nil)
Average high °C (°F) ୧୬.୬ ୧୭.୯ ୨୨.୧ ୨୪.୧ ୨୪.୪ ୨୪.୯ ୨୫.୦ ୨୫.୪ ୨୫.୦ 23.୪ ୨୦.୬ ୧୭.୭ ୨୨.୨
Average low °C (°F) ୮.୧ ୯.୩ ୧୨.୭ ୧୫.୬ ୧୬.୯ ୧୮.୧ ୧୮.୮ ୧୮.୯ ୧୮.୧ ୧୬.୬ ୧୩.୧ ୯.୪ ୧୪.୬
Record low °C (°F) ୧.୦ ୨.୩ ୪.୦ ୫.୦ ୧୦.୦ ୯.୫ ୭.୮ ୮.୪ ୮.୯ ୫.୦ ୪.୧ ୨.୮ 1.୦
(nil)
Average rainfall mm (inches) ୧୧.୭ ୩୫.4 ୪୭.6 ୮୮.7 1୫୯.୨ ୩୩୩.୮ ୩୭୧.୮ ୩୬୪.୦ ୨୫୦.୧ ୧୨୬.୦ ୩୫.୨ 7.୮ 1831.୩
Average rainy days 2.୦ 3.୯ 5.୮ ୧୨.୨ ୧୬.୯ ୨୩.୧ ୨୪.୬ ୨୨.୯ ୧୯.୧ ୧୦.୭ ୩.୬ ୧.୪ ୧୪୬.୨
Source #1: World Meteorological Organization[]
Source #2: India Meteorological Department (record low and high up to 2010)[]
Close

ପ୍ରଶାସନ

ଜନସଂଖ୍ୟା

ପର୍ବପର୍ବାଣି

ନାଗଲାଣ୍ଡ ସରକାରଦ୍ୱାରା ୨୦୦୨ ଡିସେମ୍ବରରୁ ମହୋତ୍ସବ ଆରମ୍ଭ ହୋଇଥିଲା।ଲକ୍ଷ୍ୟ ଥିଲାକି ଲୋକକଳା ଓ ଲୋକସଂସ୍କୃତି ବିକାଶ ଓ ପ୍ରୋସ୍ରହନ କରିବା। ହର୍ନବିଲ ମହୋତ୍ସବ ମୁଖ୍ୟ ଲକ୍ଷ୍ୟ ନାଗଲାଣ୍ଡ ସଂସ୍କୃତିକୁ ଗୋଟେ ଜାଗାରେ ଏକାଠି କରି ଲୋକଲୋଚନକୁ ଆଣିବା।ପ୍ରତି ବର୍ଷ ୧ ଡିସେମ୍ବରଠାରୁ ୧୦ ଡିସେମ୍ବର ମଧ୍ୟରେ ପାଳିତ ହୁଏ।

ବହୁଦିନ ଧରି ଚାଲୁଥିବା ପର୍ବ ହ୍ରନବିଲ କିସାମା ଗ୍ରାମରେ ପାଳିତ ହୁଏ, କିସାମ କୋହିମା ରାଜଧାନୀ ନାଗଲାଣ୍ଡଠାରୁ ୧୨ କିମି ଦୂରତାରେ ଅବସ୍ଥିତ।ନାଗଲାଣ୍ଡର ସବୁ ଅଧିବାସୀ ସମ୍ପ୍ରଦାୟର ଲୋକମାନେ ସେ ପର୍ବରେ ସାମିଲ ହୁଅନ୍ତି। ପର୍ବର ମୂଳ ଲକ୍ଷ୍ୟ ହଉଛି ଭାବର ଆଦାନ ପ୍ରଦାନ ଏବଂ ନିଜ ସଂସ୍କୃତିକୁ ବଞ୍ଚାଇ ରଖି ସମସ୍ତଙ୍କ ଲୋକଲୋଚନକୁ ଆଣିବା।[]

ପରିବହନ

କୋହିମାକୁ ଯିବା ପାଇଁଦୀମାପୁର ବିମାନବନ୍ଦର ଦୀମାପୁର ସବୁଠାରୁ ପାଖ ରାସ୍ତା ତା ଦୂରତା ପାଖାପାଖି 74 kilometres (46 miles) କୋହିମା ୨ ନମ୍ବର ନ୍ୟାସନାଲ ହାଇୱେବ ସହ ଜଡ଼ିତ ଏବଂ ୨୯ ନମ୍ବର ଜାତୀୟ ରାଜପଥ ମଧ୍ୟ କୋହିମା ସହ ସଂଯୋଗ। କୋହିମା ସହ ରେଳପଥର ସଂଯୋଗ ନାହିଁ।ନିକଟତମ ରେଳପଥର ଷ୍ଟେସନ ହଉଛି ଦୀମାପୁର।୨୦୦୯ ମସିହାଠାରୁ ଦୀମାପୁରଠୁ କୋହିମାକୁ ରେଳପଥରେ ସଂଯୋଗ ପାଇଁ କାମ ଚାଲୁଅଛି।[] ବାଦବିବାଦ ପାଇଁ କାମ ବନ୍ଦ ରହିଥିଲା ତା ପରେ ଅନୁମାନ କରାଯାଉଥିଲା କି ୨୦୦୧୩ ଭିତରେ କାମ ସାରିଯିବ ବୋଲି କିନ୍ତୁ କାମ ୨୦୨୦ରେ ଶେଷ ହେବ।[]

ଶିକ୍ଷା

ବିଦ୍ୟାଳୟ

  • ମିନିଷ୍ଟ୍ରସ ହିଲ ବାପଟିଷ୍ଟି ହାଇ ସ୍କୁଲ

ବିଶ୍ୱବିଦ୍ୟାଳୟ ଏବଂ କଲେଜ

  • ଜାପୁଫୁ ଖ୍ରୀଷ୍ଟିୟାନ କଲେଜ,କିଂବେମା, କୋହିମା
  • କୋହିମା ସାଇନ୍ସ କଲେଜ,ଜୋସ୍ତସୋମା
  • ମୋଡେଲ ଖ୍ରୀଷ୍ଟିୟାନ କଲେଜ,କୋହିମା
  • ସେଣ୍ଟ ଜୋସେଫ୍ କଲେଜ,ଜାଖମା, କୋହିମା
  • ନାଗାଲାଣ୍ଡ ବିଶ୍ୱବିଦ୍ୟାଳୟ, ମେରୀମା କ୍ୟାମ୍ପସ, କୋହିମା

ଖେଳ

ଫୁଟବଲ

କୋହିମାରରେ ଏକ ଫୁଟବଲ କ୍ଲବ ଅଛି ତା ନାମ କୋହିମା କମେଟ୍ସ,ସେହି କ୍ଲବରୁ ଭଲ ଭଲ ଖେଳାଳି ନାଗାଲାଣ୍ଡ ପ୍ରିମିୟମ ଲିଗରେ ଖେଳିଥାନ୍ତି।

ଯୋଗାଯୋଗ ଓ ମିଡ଼ିଆ

ସହରରେ ଅଲ ଇଣ୍ଡିଆ ରେଡ଼ିଓର ଲୋକାଲ ଷ୍ଟେସନ ଅଛି। ସେ ମଧ୍ୟ ଲୋକମାନଙ୍କ ମନରଞ୍ଜନ ପାଇଁ ଅଲଗା କିଛି ପୋଗ୍ରାମ ପ୍ରସାରଣ କରନ୍ତି।

ଗ୍ୟାଲେରି

Thumb
କୋହିମା ରାଜ୍ୟ ସଂଗ୍ରହାଳୟ
କୋହିମା ରାଜ୍ୟ ସଂଗ୍ରହାଳୟ 
Thumb
କୋହିମା ଗ୍ରାମ
କୋହିମା ଗ୍ରାମ 
Thumb
କଚରି ଗାଁ,କୋହିମା
କଚରି ଗାଁ,କୋହିମା 
Thumb
କୋହିମା ସହର
କୋହିମା ସହର 
Thumb
ସମଧିପୀଠର ଦୃଶ୍ୟ
ସମଧିପୀଠର ଦୃଶ୍ୟ 
Thumb
ସମାଧିପୀଠର ପ୍ରବେଶ ପଥ
ସମାଧିପୀଠର ପ୍ରବେଶ ପଥ 
Thumb
ତୋମ୍ବ ଜଣେ ଅଜଣା ସୈନିକ ସମାଧି ସ୍ଥଳ
ତୋମ୍ବ ଜଣେ ଅଜଣା ସୈନିକ ସମାଧି ସ୍ଥଳ 
Thumb
କୋହିମା ବଜାର
କୋହିମା ବଜାର 

ଆଧାର

Loading related searches...

Wikiwand - on

Seamless Wikipedia browsing. On steroids.