ବିଧାନ ସଭା ନିର୍ବାଚନ ମଣ୍ଡଳୀ From Wikipedia, the free encyclopedia
କୋରାଇ (କ୍ରମିକ ସଂଖ୍ୟା: ୫୩) ଯାଜପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ବ୍ୟାସନଗର (ପୌ), କୋରାଇ ବ୍ଳକ ଓ ରସୁଲପୁର ବ୍ଳକର କିଛି ଅଞ୍ଚଳ ।[2][3]
କୋରାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୭୫,୩୩୭ |
ଜିଲ୍ଲା: | ଯାଜପୁର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଯାଜପୁର |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | ୨୨ |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୧ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଆକାଶ ଦାସ ନାୟକ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ବିଶ୍ୱଜିତ ନାୟକଙ୍କଠାରୁ ୪୨,୮୬୭ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[4]
୨୦୦୯ ବିଧାନ ସଭା ନିର୍ବାଚନ, କୋରାଇ [5] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ପ୍ରୀତିରଞ୍ଜନ ଘଡ଼ାଇ | ୬୧,୪୪୮ | ୫୬.୯୮ | - | |
କଂଗ୍ରେସ | ହେମଲତା ଖୁଣ୍ଟିଆ | ୩୬,୩୩୬ | ୩୩.୬୯ | - | |
ଭାଜପା | ସଞ୍ଚିତା ମହାନ୍ତି | ୬,୧୦୧ | ୫.୬୬ | - | |
ସମୃଦ୍ଧ ଓଡ଼ିଶା | ପ୍ରିୟବ୍ରତ ମହାପାତ୍ର | ୧,୫୯୪ | ୧.୪୮ | - | |
ସ୍ୱାଧୀନ | ମାୟାଧର ନାୟକ | ୮୪୬ | ୦.୭୮ | - | |
ସ୍ୱାଧୀନ | ଅନିଲ କୁମାର ଦାସ | ୪୭୯ | ୦.୪୪ | - | |
ସ୍ୱାଧୀନ | ପଦ୍ମନାଭ ମଲ୍ଲ | ୪୭୮ | ୦.୪୪ | - | |
ତୃଣମୂଳ କଂଗ୍ରେସ | ମୃତ୍ୟୁଞ୍ଜୟ ପ୍ରସାଦ ଦେବାନ୍ତ | ୨୮୯ | ୦.୨୭ | - | |
ସ୍ୱାଧୀନ | ଗୋପାଳ କୃଷ୍ଣ ମହାନ୍ତି | ୨୭୬ | ୦.୨୬ | - | |
ଭୋଟ ବ୍ୟବଧାନ | ୨୫,୧୧୨ | ୨୩.୨୮* | - | ||
ମତଦାନ ହାର | ୧,୦୭,୮୭୧ | ୬୬.୯୬ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
୧୯୭୪ରୁ ୨୦୧୪ ମଧ୍ୟରେ ମୋଟ ୧୦ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [6][7]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.