୧୯୭୩ର ଓଡ଼ିଆ କଥାଚିତ୍ର From Wikipedia, the free encyclopedia
କନକଲତା ଘନଶ୍ୟାମ ମହାପାତ୍ରଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶନାରେ[1] ୧୯୭୩ ମସିହାରେ ନିର୍ମିତ ଏକ ଓଡ଼ିଆ କଥାଚିତ୍ର [2] ମୁକ୍ତିଲାଭ କରିଥିଲା ।[3] ଚଳଚ୍ଚିତ୍ରଟି ପଲ୍ଲୀକବି ନନ୍ଦ କିଶୋର ବଳଙ୍କର ସମନାମ ଥିବା ଉପନ୍ୟାସ ଉପରେ ଆଧାରିତ ଥିଲା ।[4][5][6]
କନକଲତା | |
---|---|
ନିର୍ଦ୍ଦେଶକ | ଘନଶ୍ୟାମ ମହାପାତ୍ର |
ପ୍ରଯୋଜକ | ଘନଶ୍ୟାମ ମହାପାତ୍ର |
ଚିତ୍ରନାଟ୍ୟ | ବସନ୍ତ ମହାପାତ୍ର |
କାହାଣୀ | ନନ୍ଦ କିଶୋର ବଳ |
କଳାକାର | ହରିଶ ମହାପାତ୍ର, ସୁଜାତା ଆନନ୍ଦ, ନମ୍ରତା ଦାସ |
ସଙ୍ଗୀତ | ବାଳକୃଷ୍ଣ ଦାଶ |
ମୁକ୍ତିଲାଭ ତାରିଖ | ୩ ଜୁନ ୧୯୭୩ |
କଥାଚିତ୍ରର ସମୟ | ୧୬୧ ମିନଟ |
ଦେଶ | ଭାରତ |
ଭାଷା | ଓଡ଼ିଆ |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.