From Wikipedia, the free encyclopedia
Tokelau | |||||
---|---|---|---|---|---|
| |||||
ରାଷ୍ଟ୍ରାଦର୍ଶ: "Tokelau mo te Atua" (Tokelauan) "Tokelau for the Almighty" | |||||
ଜାତୀୟ ସଙ୍ଗୀତ: God Save the Queen | |||||
Status | Territory of New Zealand | ||||
ରାଜଧାନୀ | N/A[a] | ||||
ବୃହତ୍ତମ ସହର | Fakaofo[b] | ||||
ସରକାରୀ ଭାଷା |
| ||||
ଜାତୀୟତା | Tokelauan | ||||
Government | Constitutional monarchy | ||||
• Monarch | Elizabeth II | ||||
• Administrator | Jonathan Kings | ||||
• Head of Government | Siopili Perez | ||||
New Zealand territory | |||||
1948 | |||||
କ୍ଷେତ୍ରଫଳ | |||||
• ମୋଟ | 10 km2 (3.9 sq mi) (233rd) | ||||
• ଜଳଭାଗ (%) | negligible | ||||
ଲୋକସଂଖ୍ୟା | |||||
• October 2011 census | 1,411[b] (237th) | ||||
• ଘନତା | 115/km2 (297.8/sq mi) (86th) | ||||
ମୋଟ ଘରୋଇ ଉତ୍ପାଦ (ସମତୁଲ୍ୟ କ୍ରୟଶକ୍ତି) | 1993 estimate | ||||
• ମୋଟ | $1.5 million (227th) | ||||
• ମୁଣ୍ଡପିଛା | $1,035 (not ranked) | ||||
ମୁଦ୍ରା | New Zealand dollar (NZD) | ||||
ସମୟ ମଣ୍ଡଳ | UTC+13[1] | ||||
ରାସ୍ତା ଚାଲିବା ପାଖ | left | ||||
ଟେଲିଫୋନ କୋଡ଼ | +690 | ||||
Internet TLD | .tk | ||||
| |||||
Some data from the World Factbook (2004). |
ନାମ=ଟୋକୋଲାଉ ସାଧାରଣତନ୍ତ୍ର ଆୟତନ=୧୦ବର୍ଗ କି.ମି ଜନସଂଖ୍ୟା=ପ୍ରତି ବର୍ଗ କି.ମିରେ ୧୧୫ଜଣ ରାଜଧାନୀ=ନୁକୁନୋନୁ ସରକାରୀ ଭାଷା=ଟୋକେଲିୟ,ଇଂଲିଶ ସରକାର=ସାମ୍ବିଧାନିକ ରାଜତନ୍ତ୍ର ଜିଡିପି=୧.୫ନିୟୁତ ଆମେରିକୀୟ ଡଲାର ମୁଦ୍ରା=ନ୍ୟୁଜିଲ୍ୟାଣ୍ଡ ଡଲାର ଡାଏଲିଂ କୋଡ=+୬୯୦ ଇଣ୍ଟରନେଟ ଡୋମିନି=.ଟିକେ
ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଟୋକେଲୌ ନାମକ ଦ୍ୱୀପ ଅବସ୍ଥିତ।ଏହି ଦ୍ୱିପକୁ ଲାଗିରହିଛି ନ୍ୟୁଜିଲ୍ୟାଣ୍ଡ।୧୮୭୭ରେ ଇଂରେଜମାନେ ଏହି ଦ୍ୱିପକୁ ପ୍ରଥମେ ଆବିଷ୍କାର କରିଥିଲେ।୧୮୮୯ରେ ବ୍ରିଟିଶ କମାଣ୍ଡର ସି.ଏଫ. ଓଲଧମ ଟୋକେଲୌରେ ୟୁନିୟନ ଜ୍ୟାକ୍ ଉତ୍ତୋଳନ କରିବା ସହ ଏହି ଦ୍ୱୀପ ବ୍ରିଟେନର ଅଧୀନ ବୋଲି ଘୋଷଣା କରିଥିଲେ।୧୧ ଫେବୃଆରୀ ୧୯୨୬ରେ ଇଂରେମାନେ ଏହି ଦ୍ୱୀପର ଶାସନଭାର ନ୍ୟୁଜିଲ୍ୟାଣ୍ଡକୁ ହସ୍ତାନ୍ତର କରିଥିଲେ।
ନ୍ୟୁଜିଲ୍ୟାଣ୍ଡ ଟୋକେଲୌର ସମ୍ବିଧାନ ପ୍ରଣୟନ କରିଛି।ଏହାର ଶାସନ ବ୍ୟବସ୍ଥା ନ୍ୟୁଜିଲ୍ୟାଣ୍ଡଦ୍ୱାରା ନିୟନ୍ତ୍ରିତ।୧୯୪୯ମସିହା ଜାନୁଆରୀ ପହିଲାରେ ଏହି ଦେଶ ଆନୁଷ୍ଠାନିକ ଭାବେ ନ୍ୟୁଜିଲ୍ୟାଣ୍ଡ ନିୟନ୍ତ୍ରଣକୁ ଯାଇଥିଲା।ଅକ୍ଟୋବର ୨୦୦୭ରେ ଜାତିସଂଘ ଟୋକେଲୌକୁ ସ୍ୱୟଂ ଶାସିତ ଅଞ୍ଚଳର ମାନ୍ୟତା ଦେଇଥିଲା।ଏହାର ପ୍ରତିରକ୍ଷା ଦାୟିତ୍ୱ ନ୍ୟୁଜିଲ୍ୟାଣ୍ଡ ଉପରେ ନ୍ୟସ୍ତ। ରାଣୀ ଏଲିଜାବେଥ ୨ୟ ଦେଶ ଶାସନ ମୁଖ୍ୟ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.