ଭାରତର ରାଷ୍ଟ୍ରପତି
ରାଷ୍ଟ୍ରପତି ହେଉଛନ୍ତି ଭାରତର ନିର୍ବାଚନ ସର୍ବୋଚ୍ଚ ସାମ୍ବିଧାନିକ ଶାସନମୁଖ୍ୟ । / From Wikipedia, the free encyclopedia
ରାଷ୍ଟ୍ରପତି ହେଉଛନ୍ତି ଭାରତର ନିର୍ବାଚତ ସର୍ବୋଚ୍ଚ ସାମ୍ବିଧାନିକ ଶାସନମୁଖ୍ୟ । ସମ୍ବିଧାନ ତାଙ୍କ ହାତରେ କେନ୍ଦ୍ରର କାର୍ଯ୍ୟପାଳିକ କ୍ଷମତା ନ୍ୟସ୍ତ କରିଛି । ସେ ହେଉଛନ୍ତି ସମଗ୍ର ଦେଶର ଐକ୍ୟର ପ୍ରତୀକ ଓ ସମ୍ମାନାସ୍ପଦ ପ୍ରଥମ ନାଗରିକ ।
Quick Facts President of India ଭାରତର ରାଷ୍ଟ୍ରପତି, Style ...
President of India
ଭାରତର ରାଷ୍ଟ୍ରପତି | |
---|---|
Style | ରାଷ୍ଟ୍ରପତି ମହୋଦୟ (ଭାରତ ମଧ୍ୟରେ) His Excellency (ଭାରତର ବାହାରେ)[1] |
Residence | ରାଷ୍ଟ୍ରପତି ଭବନ |
Term length | ପାଞ୍ଚ ବର୍ଷ (ନବୀକରଣଯୋଗ୍ୟ) |
Inaugural holder | ଡଃ.ରାଜେନ୍ଦ୍ର ପ୍ରସାଦ ୨୬ ଜାନୁଆରୀ ୧୯୫୦ |
Formation | ଭାରତର ସମ୍ବିଧାନ ୨୬ ଜାନୁଆରୀ ୧୯୫୦ |
Salary | 5 lakh (US$୧୧,୧୦୦) (monthly)[2] |
Website | President of India |
Close