ପ୍ଲୁରା ସ୍ରାବ ରୋଗରେ ଫୁସ୍‌ଫୁସ୍ ଚାରିପାଖରେ ଥିବା ପ୍ଲୁରା ଆସ୍ତରଣ ମଧ୍ୟରେ ଅତ୍ୟଧିକ ତରଳ ପଦାର୍ଥ ଭର୍ତ୍ତିହୋଇଯାଏ । [1] ଛାତି ଯନ୍ତ୍ରଣା, କାଶ ଏବଂ ଅଣନିଶ୍ୱାସ ଇତ୍ୟାଦି ଲକ୍ଷଣଗୁଡ଼ିକ ପରିବର୍ତ୍ତନଶୀଳ ହୋଇପାରେ | [2] ପ୍ରଥମେ ବ୍ୟାୟାମ ସହିତ ନିଶ୍ୱାସ ପ୍ରଶ୍ୱାସ ଉପସ୍ଥିତ ହୋଇପାରେ | [1]

Quick Facts Pleural effusion, ବିଭାଗ ...
Pleural effusion
Thumb
Diagram of fluid buildup in the pleura
ବିଭାଗPulmonology, thoracic surgery[1]
ଲକ୍ଷଣChest pain, coughing, shortness of breath, none[2]
କାରଣExudate: Inflammation, tumors, infections, injury to the lung[2]
Transudate: Heart failure, kidney problems, liver failure, peritoneal dialysis, malnutrition[2]
ରୋଗ ନିର୍ଣ୍ଣୟ ପଦ୍ଧତିChest X-ray[1]
ସଠିକ ରୋଗ ନିର୍ଣ୍ଣୟMesothelioma, heart failure, atelectasis, pneumonia, diaphragmatic rupture[1]
ଚିକିତ୍ସାThoracentesis, underlying cause[1]
ପୁନଃପୌନିକ1.5 million (USA)[1]
Close

ତରଳ ପଦାର୍ଥ ଦୁଇ ପ୍ରକାର ଭାବରେ ଜିମିଯାଏ ଯଥା: ଏଗ୍‌ଜୁଡେଟ ଓ ଟ୍ରାନ୍‌ଜୁଡେଟ | [2] ପ୍ରଦାହ, ଅର୍ବୁଦ, ସଂକ୍ରମଣ କିମ୍ବା ଫୁସଫୁସରେ ଆଘାତ ହେତୁ ଏଗ୍‌ଜୁଡେଟ ହୁଏ । [2] ହୃଦଘାତ, କିଡନୀ ଜନିତ ସମସ୍ୟା, ଯକୃତ ବିଫଳତା, ପେରିଟୋନିଆଲ୍ ଡାୟଲିସିସ୍ କିମ୍ବା ପୁଷ୍ଟିହୀନତା ହେତୁ ଟ୍ରାନ୍‌ଜୁଡେଟ୍ ହୁଏ। [2] [1] ଅନ୍ୟାନ୍ୟ କାରଣ ମଧ୍ୟରେ ଫୁସଫୁସ ଏମ୍ବୋଲାଇଜିମ୍, କିଛି ଔଷଧ, ରାଡିଏସନ ଥେରାପି କିମ୍ବା ଏସୋଫେଗସ ଫାଟିବା ଯୋଗୁ ଏହା ହୋଇପାରେ । [1]

ସାଧାରଣତଃ ଛାତି ଏକ୍ସ-ରେ କିମ୍ବା ଅଲଟ୍ରାସାଉଣ୍ଡଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ | [1] ଏହାର ମୂଳ କାରଣ ନିର୍ଣ୍ଣୟ କରିବା ନିମନ୍ତେ ଥୋରେସେଣ୍ତେସିସ କରି କିଛି ତରଳ ପଦାର୍ଥ କାଢ଼ିଦିଆଯାଏ ଓ ଏହା ଏହା ଚିକିତ୍ସା କରିବାରେ ମଧ୍ୟ ସାହାଯ୍ୟ କରେ | [1] ଅନ୍ତର୍ନିହିତ କାରଣ ଆଡ଼କୁ ଅଧିକ ଚିକିତ୍ସା କରାଯାଏ। [1] ଯୁକ୍ତରାଷ୍ଟ୍ରରେ ବର୍ଷକୁ ପ୍ରାୟ 1.5 ନିୟୁତ ଲୋକ ଏହି ରୋଗଦ୍ୱାରା ପ୍ରଭାବିତ ହୁଅନ୍ତି। [1]

ସନ୍ଦର୍ଭ

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.