![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/8/8c/Oxymorphone2DCSD.svg/langor-640px-Oxymorphone2DCSD.svg.png&w=640&q=50)
ଅକ୍ସିମୋରଫୋନ
ମଧ୍ୟମରୁ ପ୍ରବଳ ଯନ୍ତ୍ରଣାର ଚିକିତ୍ସା ପାଇଁ ଏହା ବ୍ୟବହୃତ ହୁଏ । / From Wikipedia, the free encyclopedia
ଅକ୍ସିମୋରଫୋନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଓପାନା, ହେଉଛି ଏକ ଅଫିମ ସମ୍ପର୍କୀୟ ଔଷଧ (ଓପିଓଏଡ୍) ଯାହା ମଧ୍ୟମରୁ ପ୍ରବଳ ଯନ୍ତ୍ରଣାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[1] ଏହା ପାଟିରେ ଏବଂ ଇଞ୍ଜେକ୍ସନଦ୍ୱାରା ଦିଆଯାଏ ।[1] ଇଞ୍ଜେକ୍ସନ ଦେବାର ୧୫ ମିନିଟ ମଧ୍ୟରେ ଏହାର ପ୍ରଭାବ ଆରମ୍ଭ ହୁଏ ।[1] ଏହି ଔଷଧର ପ୍ରଭାବ ପ୍ରାୟ ୫ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ଓ ବିସ୍ତାରୋତ-ବିମୋଚନ ବଟିକାର ପ୍ରଭାବ ପ୍ରାୟ ୧୨ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ।[2]
![]() | |
![]() | |
Clinical data | |
---|---|
Trade names | Numorphan, Numorphone, Opana, others |
Other names | 14-Hydroxydihydromorphinone |
AHFS/Drugs.com | Monograph |
MedlinePlus | a610022 |
License data |
|
Routes of<br><br>administration | By mouth, intravenous, subcutaneous, intramuscular |
Drug class | Opioid |
Legal status | |
Legal status |
|
Pharmacokinetic data | |
Bioavailability | by mouth: 10% Buccal: 28% Sublingual: 37.5% Intranasal: 43% IV, IM & IT: 100% |
Protein binding | 10% |
Metabolism | Liver (CYP3A4, glucuronidation) |
Onset of action | By injection: Within 15 min |
Elimination <span class="nowrap">half-life</span> | 7–9 hours
Duration of Action: 6-8 hours Orally, 4-6 hrs Parenteral. |
Duration of action | Immediate release: 5 hrs Extended release: 12 hrs |
Excretion | Urine, feces |
Identifiers | |
IUPAC name
| |
Chemical and physical data | |
Formula | C17H19NO4 |
Molar mass | 301.342 g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, କୋଷ୍ଠକାଠିନ୍ୟ, ନିଦ୍ରାଳୁ ଭାବ, ଗଲୁ ଏବଂ ଦ୍ୱନ୍ଦ୍ୱ ହୋଇପାରେ ।[1] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ସ୍ତରର ଶ୍ୱାସକ୍ରିୟା, ଆଡ୍ରେନାଲ୍ ଅଭାବ ଏବଂ ନିମ୍ନ ରକ୍ତଚାପ ହୋଇପାରେ ।[1] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁ ନିର୍ଭରଶୀଳ ହୋଇପାରେ, ପ୍ରସବ ସମୟରେ ଶ୍ୱାସକ୍ରିୟା ସମସ୍ୟା ହୋଇପାରେ ।[1] ଏହାର ଅପବ୍ୟବହାର ହେବାର ଆଶଙ୍କା ଅଧିକ ।[1]
୧୯୧୪ ମସିହାରେ ଜର୍ମାନୀରେ ଅକ୍ସିମୋରଫୋନ ତିଆରି କରାଯାଇଥିଲା ।[3] ଏହା ୧୯୫୫ ମସିହାରେ ପେଟେଣ୍ଟ ହୋଇଥିଲା ଏବଂ ୧୯୫୯ରେ ଡାକ୍ତରୀ ବ୍ୟବହାର ପାଇଁ ଅନୁମୋଦିତ ହୋଇଥିଲା [4] ଏହା ଏକ ଜେନେରିକ ଔଷଧ ଭାବରେ ଉପଲବ୍ଧ ।[1] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ୫ ମିଗ୍ରା ଟାବଲେଟର ମୂଲ୍ୟ ପ୍ରାୟ ୧.୩୫ ଡଲାର ଅଟେ । [5] ଅବୈଧ ବଜାରରେ ଏହି ପରିମାଣର ବଟିକା ୨୦୧୦ ମସିହାରୁ ପ୍ରାୟ ୭.୫୦ ଡଲାର ଥିଲା ।[6]