ନାଲଟ୍ରେକ୍ସୋନ (ଇଂରାଜୀ ଭାଷାରେ Naltrexone, ବ୍ୟବସାୟୀକ ନାମମାନଙ୍କ ମଧ୍ୟରୁ ରେଭିଟା ଓ ଭିଭିଟ୍ରଲ ଅନ୍ୟତମ) ଏକ ଔଷଧ (medication) ଯାହା ଆଲକୋହୋଲ (alcohol) ବା ଓପିଅଏଡ ନିର୍ଭରତାର (opioid dependence) ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ ।[1] ଡିଟକ୍ସିଫିକେସନ ପୂର୍ବରୁ ନାଲଟ୍ରେକ୍ସନ ଦେବା ଉଚିତ ନୁହେଁ ।[1] ଏହା ପାଟିରେ ବା ମାଂସପେଶୀ ଇଞ୍ଜେକସନ (injection into a muscle) ଆକାରରେ ଦିଆଯାଏ ।[1] ଏହାର ପ୍ରଭାବ ୩୦ ମିନିଟ ମଧ୍ୟରେ ଆରମ୍ଭ ହୋଇଯାଏ ।[1] ଓପିଅଏଡ କାମନା କମିବାକୁ କିଛି ସପ୍ତାହ ଲାଗିଯାଏ ।[1]

Quick Facts Clinical data, Trade names ...
ନାଲଟ୍ରେକ୍ସୋନ
Thumb
Thumb
Clinical data
Trade namesରେଭିଟା, ଭିଭିଟ୍ରଲ ଓ ଅନ୍ୟାନ୍ୟ
SynonymsEN-1639A; UM-792; N-Cyclopropyl-methylnoroxymorphone; N-Cyclopropylmethyl-14-hydroxydihydro-morphinone; 17-(Cyclopropylmethyl)-4,5α-epoxy-3,14-dihydroxymorphinan-6-one
AHFS/Drugs.commonograph
MedlinePlusa685041
Pregnancy
category
  • AU: B3
  • US: C (Risk not ruled out)
    Routes of
    administration
    ପାଟିରେ (By mouth), ମାଂସପେଶୀ ଇଞ୍ଜେକସନ (intramuscular injection), ଚର୍ମ ତଳ ଇମ୍ପ୍ଲାଣ୍ଟ (subcutaneous implant)
    ATC code
    Legal status
    Legal status
    • AU: S4 (Prescription only)
    • CA: ℞-only
    • UK: POM (Prescription only)
    • US: ℞-only
    • ℞ (Prescription only)
    Pharmacokinetic data
    Bioavailability5–40%
    Protein binding21%
    MetabolismLiver
    Elimination half-lifeNaltrexone: 4 hours
    6β-Naltrexol: 13 hours
    ExcretionUrine
    Identifiers
    IUPAC name
    • (4R,4aS,7aR,12bS)-3-(cyclopropylmethyl)-4a,9-dihydroxy-2,4,5,6,7a,13-hexahydro-1H-4,12-methanobenzofuro[3,2-e]isoquinoline-7-one
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.036.939 Edit this at Wikidata
    Chemical and physical data
    FormulaC20H23NO4
    Molar mass341.401 g/mol
    3D model (JSmol)
    Melting point169 °C (336 °F)
    SMILES
    • O=C4[C@@H]5Oc1c2c(ccc1O)C[C@H]3N(CC[C@]25[C@@]3(O)CC4)CC6CC6
    InChI
    • InChI=1S/C20H23NO4/c22-13-4-3-12-9-15-20(24)6-5-14(23)18-19(20,16(12)17(13)25-18)7-8-21(15)10-11-1-2-11/h3-4,11,15,18,22,24H,1-2,5-10H2/t15-,18+,19+,20-/m1/s1 checkY
    • Key:DQCKKXVULJGBQN-XFWGSAIBSA-N checkY
     ☒NcheckY (what is this?)  (verify)
    Close

    ଏହାର ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରା ସମସ୍ୟା (trouble sleeping), ଉତ୍କଣ୍ଠା (anxiety), ଅଇ (nausea) ଓ ମୁଣ୍ଡ ବିନ୍ଧା ହୋଇପାରେ ।[1] ଓପିଅଏଡ ଗ୍ରହଣ କରୁଥିବା ବ୍ୟକ୍ତିର ଉଇଥଡ୍ରାଆଲ ଲକ୍ଷଣ (opioid withdrawal) ଦେଖାଯାଇପାରେ ।[1] ଯକୃତ ଫେଲ en:liver failure ହୋଇଥିଲେ ଏହା ଦିଆଯାଏ ନାହିଁ ।[1] ଗର୍ଭାବସ୍ଥାରେ ଏହାର ନିରାପତ୍ତା ବିଷୟ ସ୍ପଷ୍ଟ ହୋଇନାହିଁ ।[1][2] ନାଲଟ୍ରେକ୍ସୋନ ଏକ ଓପିଅଏଡ ଆଣ୍ଟାଗୋନିସ୍ଟ ଯାହା ଓପିଅଏଡ ପ୍ରଭାବକୁ ଅବରୋଧ କରେ ।[1]

    ସନ ୧୯୫୫ରେ ପ୍ରସ୍ତୁତ ହୋଇଥିବା ନାଲଟ୍ରେକ୍ସୋନ ସନ ୧୯୮୪ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[1][3] ୨୦୧୭ରେ ଏହାର ଦୈନିକ ହୋଲସେଲ ମୂଲ୍ୟ ୦.୭୪ ଆମେରିକୀୟ ଡଲାର ଥିଲା ।[4][5] ବର୍ଦ୍ଧିଷ୍ଣୁ ମୁକ୍ତ ହେଉଥିବା ଔଷଧର ମାସକ ଖର୍ଚ୍ଚ ପ୍ରାୟ ୧,୨୬୭ ।[5] ବୁପ୍ରୋପିଅନ/ନାଲଟ୍ରାକ୍ସନ (bupropion/naltrexone) ଭଳି ଏହା ମଧ୍ୟ ମୋଟାପଣର ଚିକିତ୍ସା ନିମନ୍ତେ ମଧ୍ୟ ବ୍ୟବ‌ହାର କରାଯାଏ । [6]

    See also

    ଆଧାର

    Wikiwand in your browser!

    Seamless Wikipedia browsing. On steroids.

    Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

    Wikiwand extension is a five stars, simple, with minimum permission required to keep your browsing private, safe and transparent.