ଗୁଗଲ
ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର / From Wikipedia, the free encyclopedia
ଗୁଗଲ /ɡuːɡ[invalid input: '(ə)']l/ ହେଉଛି ଇଣ୍ଟରନେଟରେ ସର୍ବବୃହତ ଖୋଜାଯନ୍ତ୍ର । ଏହା ଖୋଜାଯନ୍ତ୍ର ଛଡ଼ା ଅନ୍ୟ କାମ ମଧ୍ୟ କରେ । ଏଓଏଲ୍ ପରି ଖୋଜାଯନ୍ତ୍ର ଏହାର ସଫ୍ଟୱେର୍ ଓ ତଥ୍ୟାଧାର ବ୍ୟବହାର କରନ୍ତି । ତେଣୁ ଏହା ୱେବ୍ର ସର୍ବାଧିକ ବ୍ୟବହୃତ ଖୋଜାଯନ୍ତ୍ର । ପ୍ରତିଦିନ ପ୍ରାୟ ୨୨ କୋଟି ଲୋକ ଏହାକୁ ବ୍ୟବହାର କରନ୍ତି । ଆମେରିକାର କାଲିଫର୍ନିଆ ରାଜ୍ୟରେ ଗୁଗଲର ମୁଖ୍ୟ ଦପ୍ତର ଅଛି ।
ପ୍ରକାର | Subsidiary |
---|---|
ଶିଳ୍ପ |
|
ପ୍ରତିଷ୍ଠିତ ସ୍ଥାନ | ସେପ୍ଟେମ୍ବର 4, 1998; 25 years ago (1998-୦୯-04) Menlo Park, California[1][2] |
ପ୍ରତିଷ୍ଠାତାମାନେ |
|
ମୁଖ୍ୟ କାର୍ଯ୍ୟାଳୟ | , U.S.[3] |
Area served | Worldwide |
ପ୍ରମୁଖ ବ୍ୟକ୍ତି | ସୁନ୍ଦର ପିଚାଇ (CEO) |
ଉତ୍ପାଦ | List of Google products |
Revenue | US$66.001 billion (2014)[4] |
Operating income | US$୧୬ ଦଶମିକ ୪୯୬ billion (୨୦୧୪)[4] |
Net income | US$୧୪ ଦଶମିକ ୪୪୪ billion (୨୦୧୪)[4] |
Total assets | US$୧୩୧ ଦଶମିକ ୧୩୩ billion (୨୦୧୪)[4] |
Total equity | US$୧୦୪ ଦଶମିକ ୫ billion (୨୦୧୪)[4] |
Number of employees | ୫୯,୯୭୬ (Q3 2015)[5] |
ମୂଳ ସଂସ୍ଥା | ସ୍ୱାଧୀନ (୧୯୯୮–୨୦୧୫) ଅଲଫବେଟ୍ଆଇ.ଏନ.ସି. (୨୦୧୫–ଆଜି ପର୍ଯନ୍ତ) |
Subsidiaries | List of subsidiaries |
ୱେବ୍ସାଇଟ୍ | www |
Footnotes / references [6] |
ଗୁଗଲରେ ଲୋକେ ଛବି, ସମ୍ବାଦ ସନ୍ଧାନ କରିବା ସହିତ କିଣାକିଣି ମଧ୍ୟ କରିପାରିବେ । ଜୁନ ୨୦୦୪ ସୁଦ୍ଧା, ଗୁଗଲରେ ୪.୨୮ ଅର୍ବୁଦ ୱେବ୍ ପୃଷ୍ଠା, ୮୮ କୋଟି ଛବି, ୮୪.୫ କୋଟି ସନ୍ଦେଶ, ଅର୍ଥାତ ମୋଟ ୬ ଅର୍ବୁଦ ବସ୍ତୁ ଥିଲା ।
ଗୁଗଲ[7] କରିବା ଏକ କ୍ରିୟାକୁ ବୁଝାଏ ଯାହାର ଅର୍ଥ ଗୁଗଲରେ ସନ୍ଧାନ କରିବା । ଗୁଗଲର ପ୍ରସିଦ୍ଧି ଯୋଗୁ, ଗୁଗଲ କରିବା ଅର୍ଥ ୱେବ୍ ଖୋଜାକୁ ମଧ୍ୟ ବୁଝାଇଥାଏ । କମ୍ପାନୀର ବାଣିଜ୍ୟସଂକେତ ହୋଇଥିବାରୁ ଗୁଗଲ ଏହା ପସନ୍ଦ କରେ ନାହିଁ । ଲୋକେ ଅତ୍ୟଧିକ ବ୍ୟବହାର କଲେ ଗୁଗଲ ବାଣିଜ୍ୟସଂକେତ ହରେଇପାରେ ।