ପୋଷା ଜନ୍ତୁ From Wikipedia, the free encyclopedia
କୁକୁର (କାନିସ ଫାମିଲ୍ଯାରିସ ଏକ ସ୍ୱତନ୍ତ୍ର ଜାତି ଭାବେ ଏବଂ କାନିସ ଲୁପୁସ ଫାମିଲ୍ଯାରିସ - ଗଧିଆର ଏକ ଉପଜାତି ଭାବେ)[1] କାନିଡେ କୁଳର ଏକ ଗୃହପାଳିତ ମାଂସାଶୀ ପ୍ରାଣୀ । ଏହା ଗଧିଆ-ସମ-କାନିଡ ଗୋଷ୍ଠୀର ଅନ୍ତର୍ଭୁକ୍ତ[2] ଏବଂ ସବୁଠାରୁ ଅଧିକ ପ୍ରାପ୍ତ ସ୍ଥଳଚର ମାଂସାଶୀ ।[3][4][5][6][7] ମାନବ ସର୍ବପ୍ରଥମେ କୁକୁରକୁ ପାଳନ କରିବା ଆରମ୍ଭ କଲା ।[8][9]
ପୋଷା କୁକୁର ଜୀବାଶ୍ମ କାଳ: 0.015–0 Ma PreЄ
Є
O
S
D
C
P
T
J
K
Pg
N
↓ | |
---|---|
ବିଭିନ୍ନ ପ୍ରଜାତିର କୁକୁର,
ଉପର ବାମରୁ ଡାହାଣକୁ ; ଲାବ୍ରାଡର ରିଟ୍ରିଭର, ସ୍ୱର୍ଣ୍ଣିମ ରିଟ୍ରିଭର, କୋକ୍କାପୁ, ୟୋର୍କ୍ଷାୟର ଟେର୍ଯର, ବୋକ୍ଷର, ପୋମେରାନୀୟ, ବୀଗଲ, ବାସେତ୍ତ ହାଉଣ୍ଡ, ନ୍ଯୁଫାୁଣ୍ଡଲାଣ୍ଡ । | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଗୋଷ୍ଠୀ: | ମାମାଲିଆଫୋର୍ମ୍ସ |
ଶ୍ରେଣୀ: | ମାମାଲିଆ |
ଗଣ: | କାର୍ନିଭୋରା |
ବଂଶ: | କାନିଡେ |
ପ୍ରଜାତି: | କାନିସ |
ଜାତି: | କ ଲୁପୁସ |
ବାଇନୋମିଆଲ ନାମ | |
କ ଲୁପୁସ | |
ଟ୍ରାଇନୋମିଆଲ ନାମ | |
କାନିସ ଲୁପୁସ ଫାମିଲିଆରିସ | |
Synonyms | |
ଜାତି ପ୍ରତିଶବ୍ଦ
|
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.