କ୍ଲୋରପ୍ରୋମାଜିନ (ସିପିଜେଡ୍), ବ୍ୟବସାୟୀକ ନାମ ଥୋରାଜିନଲାର୍ଗାକ୍ଟିଲ ଏକ ମନୋବିକାରି ପ୍ରଭାବକାରୀ ଔଷଧ । ପ୍ରାଥମିକ ଭାବେ ଏହା ମନୋବିକାର ରୋଗ ଯେପରିକି ସିଜୋଫ୍ରେନିଆ ରୋଗରେ ବ୍ୟବ‌ହୃତ ହେଉଥିଲା । ବ୍ୟବ‌ହୃତ ହେଉଥିବା ଅନ୍ୟାନ୍ୟ ରୋଗମାନଙ୍କ ନାମ: ବାଇପୋଲାର ଡିଜଅର୍ଡ଼ର, ଆଟେନସନ ଡେଫିସିଟ ହାଇପରଆକ୍ଟିଭିଟି ଡିଜଅର୍ଡ଼ର, ଅଇବାନ୍ତି, ଅପରେଶନ ପୂର୍ବ ଉତ୍କଣ୍ଠା ଓ ଅନ୍ୟ ଚିକିତ୍ସାରେ ଉପଶମ ହୋଇ ନ ଥିବା ହିକ୍କା । ଏହା ପାଟିରେ, ମାଂସପେଶୀ ଇଞ୍ଜେକସନ ଓ ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ ଦିଆଯାଏ ।[2]

Quick Facts Clinical data, Trade names ...
କ୍ଲୋରପ୍ରୋମାଜିନ
Thumb
Thumb
Clinical data
Trade namesLargactil, Thorazine, others
AHFS/Drugs.commonograph
MedlinePlusa682040
data
Pregnancy
category
  • AU: C
  • US: C (Risk not ruled out)
    Routes of
    administration
    Oral (tablets and syrup available), rectal, IM, IV infusion
    ATC code
    Legal status
    Legal status
    • AU: S4 (Prescription only)
    • CA: ℞-only
    • UK: POM (Prescription only)
    • US: ℞-only
    Pharmacokinetic data
    Bioavailability10-80% (Oral; large interindividual variation)[1]
    Protein binding90-99%[1]
    MetabolismLiver, mostly CYP2D6-mediated[1]
    Elimination half-life30 hours[2]
    ExcretionUrine (43-65% in 24 hrs)[1]
    Identifiers
    IUPAC name
    • 3-(2-chloro-10H-phenothiazin-10-yl)-N,N-dimethyl-propan-1-amine
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    ECHA InfoCard100.000.042 Edit this at Wikidata
    Chemical and physical data
    FormulaC17H19ClN2S
    Molar mass318.86 g/mol (free base)
    355.33 g/mol (hydrochloride)
    3D model (JSmol)
    SMILES
    • CN(C)CCCN1c2ccccc2Sc3c1cc(cc3)Cl
    InChI
    • InChI=1S/C17H19ClN2S/c1-19(2)10-5-11-20-14-6-3-4-7-16(14)21-17-9-8-13(18)12-15(17)20/h3-4,6-9,12H,5,10-11H2,1-2H3 checkY
    • Key:ZPEIMTDSQAKGNT-UHFFFAOYSA-N checkY
      (verify)
    Close

    ଶୁଖିଲା ପାଟି, ଠିଆ ହେଲେ କମ ରକ୍ତଚାପ, ଅଧିକ ଓଜନ ଓ ଚଳପ୍ରଚଳ ସମସ୍ୟା ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ଏଥିରେ ଦେଖାଯାଏ । ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ ସ୍ଥାୟୀ ଚଳପ୍ରଚଳ ଅସୁବିଧା, ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ, ଓ କମ ଶ୍ୱେତ ରଲ୍ତ କଣିକା ଇତ୍ୟାଦି ଅସୁବିଧା ଦେଖାଯାଏ । ବୟସ୍କ ଲୋକଙ୍କର ଡିମେନ୍‌ସିଆ ଯୋଗୁ ସାଇକୋସିସ ହେଲେ ମୃତ୍ୟୁ ସଙ୍କଟ ବଢ଼ିଯାଏ । ଗର୍ଭାବସ୍ଥାରେ ଏହାର ସୁରକ୍ଷା ବିଷୟ ସନ୍ଦିହାନ ଅଛି । ଟିପିକାଲ ଆଣ୍ଟିସାଇକୋଟିକ ଶ୍ରେଣୀର କ୍ଲୋରପ୍ରୋମାଜିନ ଏକ ଔଷଧ । ଏହାର କାର୍ଯ୍ୟପ୍ରଣାଳୀ ସ୍ପଷ୍ଟ ନ ଥିଲେ ମଧ୍ୟ ଏହା ଡୋପାମିନ ଆଣ୍ଟାଗୋନିସ୍ଟ ଭାବରେ କାମ କରୁଥିବା ବିଶ୍ୱାସ କରାଯାଏ । ଏହାର ଆଣ୍ଟି-ସେରୋଟୋନର୍ଜିକଆଣ୍ଟିହିସ୍ଟାମିନର୍ଜିକ ଗୁଣ ଅଛି ।[2]

    କ୍ଲୋରପ୍ରୋମାଜିନ ପ୍ରଥମ ଆଣ୍ଟିସାଇକୋଟିକ ଭାବରେ ସନ ୧୯୫୧ରେ ଆବିଷ୍କୃତ ହୋଇଥିଲା ।[3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[4] ମାନସିକ ରୋଗ ଇତିହାସରେ ଏହାକୁ ଏକ ବିରାଟ ପ୍ରଗତି ରୂପେ ବିବେଚନା କରାଯାଏ ।[5][6] ଏହା ଜେନେରିକ ଔଷଧ ନାମରେ ଉପଲବ୍‌ଧ ହୁଏ ।[2] ଏହାର ଦୈନିକ ହୋଲସେଲ ମୂଲ୍ୟ ୦.୦୨ରୁ ୦.୧୨ ଆମେରିକୀୟ ଡଲାର ।[7] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଦିନ‌କର ଖର୍ଚ୍ଚ ପ୍ରାୟ ୨ ଡଲାର ।[2]

    ଆଧାର

    Wikiwand in your browser!

    Seamless Wikipedia browsing. On steroids.

    Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

    Wikiwand extension is a five stars, simple, with minimum permission required to keep your browsing private, safe and transparent.