ତାମିଲନାଡୁର ରାଜଧାନୀ From Wikipedia, the free encyclopedia
ଚେନ୍ନାଇ଼ 'ତାମିଲନାଡୁ' ରାଜ୍ୟର ରାଜଧାନୀ ।
ଚେନ୍ନାଇ | |
---|---|
ରାଜଧାନୀ, ସହର | |
Country | ଭାରତ |
State | ତାମିଲନାଡୁ |
District | ଚେନ୍ନାଇ |
ପୁରୁଣା ନାମ | ମାଡ୍ରାସ |
Government | |
• Mayor | Saidai Duraisamy[1] |
• Deputy Mayor | P. Benjamin |
• Corporation Commissioner | D.Karthikeyan |
• Police Commissioner | J K Tripathy[2] |
Area | |
• ରାଜଧାନୀ, ସହର | 426.7 km2 (164.48 sq mi) |
• Metro | 1,189 km2 (464.45 sq mi) |
Elevation | 6 m (20 ft) |
Population (2011)[3] | |
• ରାଜଧାନୀ, ସହର | ୪୬,୮୧,୦୮୭ |
• Rank | 6th |
• Density | 26,702/km2 (69,160/sq mi) |
• Metro | ୮୬,୯୬,୦୧୦ |
• Metro rank | ୪th |
• Demonym | Chennaite |
Time zone | UTC+05:30 (IST) |
Postal index number | 600 xxx, |
ଯାନବାହାନ ପଞ୍ଚୀକରଣ | TN 01–10, 18, 20, 22 |
UN/LOCODE | IN MAA |
Telephone | 91-44-XXXX XXXX |
ସରକାରୀ ଭାଷା | ତାମିଲ |
Website | www |
ଚେନ୍ନାଇର ପୂର୍ବ ନାମ ମାଡ୍ରାସ ଥିଲା। ୧୬୩୯ ଅଗଷ୍ଟ ୨୨ରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀଦ୍ୱାରା ମାଡ୍ରାସ ସହର ପ୍ରତିଷ୍ଠା ହୋଇଥିଲା। କରମଣ୍ଡଳ ଉପକୂଳରେ ୩ ମାଇଲ୍ସର ଆୟତନ ପରିମିତ ଏକ ଅଞ୍ଚଳକୁ ତତ୍କାଳୀନ ନାୟକ ଶାସକଙ୍କଠାରୁ କିଣି ଏହାର ନାମକରଣ କରିଥିଲେ । ଏହି ଦିବସକୁ ମାଡ୍ରାସ ଦିବସ ଘୋଷଣା କରାଯାଇଥିଲା। ଭାରତ ସ୍ୱାଧୀନତା କରିବା ପରେ ମାଡ୍ରାସ ଷ୍ଟେଟର ରାଜଧାନୀ ଭାବେ ଏହି ସହରକୁ ଘୋଷଣା କରାଯାଇଥିଲା । ପରେ ୧୯୬୯ରେ ମାଡ୍ରାସ ଷ୍ଟେଟ ତାମିଲନାଡୁ ରାଜ୍ୟରେ ସାମିଲ ହୋଇଥିଲା। [5]ବଙ୍ଗୋପସାଗରର କରମଣ୍ଡଳ ଉପକୂଳରେ ଅବସ୍ଥିତ ଏହି ସହର ବାଣିଜ୍ୟିକ, ସାଂସ୍କୃତିକ, ଅର୍ଥନୈତିକ ଏବଂ ଶିକ୍ଷା କ୍ଷେତ୍ରରେ ବେଶ ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରୁଛି । ଅପର ପକ୍ଷରେ ଏଠାରେ ଥିବା ମାଡ୍ରାସ ବନ୍ଦର ଭାରତର ଦ୍ୱିତୀୟ ସର୍ବବୃହତ ବନ୍ଦର ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.