From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
ଭଦ୍ରାଚଳମ
భద్రాచలము Bhadradri | |
---|---|
Census Town | |
Country | India |
State | Telangana |
District | Khammam |
Area | |
• ସମୁଦାୟ | 7.5 km2 (2.9 sq mi) |
Elevation | 50 m (160 ft) |
Population (2011)[1] | |
• Total | ୫୦,୦୮୭ |
• Density | 7,121/km2 (18,440/sq mi) |
Languages | |
• Official | Telugu |
Time zone | UTC+5:30 (IST) |
PIN | 507111 |
Telephone code | 08743 |
ଯାନବାହାନ ପଞ୍ଚୀକରଣ | TS-04 |
Sex ratio | 1:1 ♂/♀ |
Distance from Kothagudem | 36 kilometres (22 mi) |
Distance from Hyderabad | 325 kilometres (202 mi) |
ଭଦ୍ରାଚଳମ ଏକ ଭାରତୀୟ ଜନଗଣନା ସହର (Census town) ଅଟେ । ଏହା ଆନ୍ଧ୍ର ପ୍ରଦେଶର ଖମ୍ମମ୍ ଜିଲ୍ଲାରେ ଅବସ୍ଥିତ ।
ଭଦ୍ରାଚଳମ ୧୭.୬୬୮୫ ଉତ୍ତର ଅକ୍ଷାଂଶ ଓ ୮୦.୮୮୮୯ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୪୭ ଫୁଟ ଉଚ୍ଚତାରେ ରହିଛି ।[2]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଭଦ୍ରାଚଳମ ସହରର ମୋଟ ଜନସଂଖ୍ୟା ୪୨୮୨୯ ଅଟେ ।[3] ସେଥି ମଧ୍ୟରୁ ୪୯.୮୦% ଜଣ ପରୁଷ ହୋଇଥିବା ବେଳେ ୫୦.୨୦% ଜଣ ନାରୀ ଅଟନ୍ତି । ଭଦ୍ରାଚଳମର ସାକ୍ଷରତା ହାର ୭୨.୫୮% ଅଟେ । ଏହା ଜାତୀୟ ହାରଠାରୁ -୭.୭୪% ପ୍ରତିଶତ କମ ଅଟେ । ସେଥିରୁ ୩୮.୮୮% ପ୍ରତିଶତ ପୁରୁଷ ଓ ୩୩.୭୦% ନାରୀ ଅଟନ୍ତି । ୧୦.୭୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[3]
ତେଲୁଗୁ ଭଦ୍ରାଚଳମର ସରକାରୀ ଭାଷା ଅଟେ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.