![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/8/80/Asia_%2528orthographic_projection%2529.svg/langor-640px-Asia_%2528orthographic_projection%2529.svg.png&w=640&q=50)
ଏସିଆ
ମହାଦେଶ / From Wikipedia, the free encyclopedia
ଏସିଆ ପୃଥିବୀର ସବୁଠୁ ବଡ଼ ଓ ଅଧିକ ଲୋକଥିବା ମହାଦେଶ, ବେଶିଭାଗ ପୂର୍ବ ଓ ଉତ୍ତରରେ ବ୍ୟାପିଛି । ଏହା ପୃଥିବୀର ୮.୬ % ଭାଗ ଅଧିକାର କରିଛି । ଏସିଆର ଲୋକସଂଖ୍ୟା ୪୧୦ କୋଟି, ପୃଥିବୀର ୬୦ ପ୍ରତିଶତ ଲୋକ ଏଠାରେ ବାସ କରନ୍ତି । ବିଂଶ ଶତାବ୍ଦୀରେ ଏସିଆର ଜନସଂଖ୍ୟା ଚାରିଗୁଣ ହେଇଗଲା ।[1]
Quick Facts କ୍ଷେତ୍ରଫଳ, ଲୋକସଁଖ୍ୟା ...
![]() | |
କ୍ଷେତ୍ରଫଳ | ୪୪,୫୭୯,୦୦୦ କିମି୨ (୧୭,୨୧୨,୦୦୦ ବର୍ଗ ମି) |
---|---|
ଲୋକସଁଖ୍ୟା | ୩,୮୭୯,୦୦୦,୦୦୦ (ପ୍ରଥମ) |
ଲୋକସଁଖ୍ୟାର ଘନତା | ୮୯/କିମି2 (୨୨୬/ବର୍ଗ ମି) |
ରାଷ୍ଟ୍ରିଅତା | ଏସୀୟ |
ଦେଶ | (List of countries) |
ଅଧିନରେ ଥିବା ଜାଗା | List
|
ଅଜଣା ଜାଗା | List
|
ଭାଷା | ଏସୀୟ ଭାଷା |
ସମୟ ଜୋନ | UTC+2 to UTC+12 |
ଇଣ୍ଟରନେଟ ଟିଏଲଡି | .asia |
ନଗର | ଏସିଅ ନଗର ତାଲିକା |
Close