![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/2/2a/Punjab_map.svg/langor-640px-Punjab_map.svg.png&w=640&q=50)
ୱାଘା ସୀମା ସମାରୋହ
From Wikipedia, the free encyclopedia
ୱାଘା ସୀମା ସମାରୋହ (ପତାକା ଅବତରଣ ସମାରୋହ) ହୁସେଇନବଳା ଜାତୀୟ ସହିଦ ସ୍ମାରକୀ ନିକଟରେ ଭାରତର ବର୍ଡର ଶିକୁରିଟୀ ଫୋର୍ସ ଓ ପାକିସ୍ଥାନର ପାକିସ୍ତାନ ରେଞ୍ଜର୍ସ ମଧ୍ୟରେ ଯୁଗ୍ମ ସୀମା ଗେଟଠାରେ ଏହି ସମାରୋହ ଦୈନିକ ହେଇଥାଏ । ଏହି ପରମ୍ପରା ଦୁଇ ଦେଶ ମଧ୍ୟରେ ୧୯୫୯ ମସିହାରୁ ସଦଭାବନା ମୂଳକ ପଦକ୍ଷେପ ଭାବରେ ଚାଲିଆସୁଛି । ଏହି କାର୍ଯ୍ୟକ୍ରମ ସୁନ୍ଦର ଓ ମନୋରଞ୍ଜକ ହେଇଥାଏ ।[1] ଏହାକୁ ଉଭୟ ଦେଶର ସେନାବାହିନୀ ମଧ୍ୟରେ ସଦ୍ଭାବ ପାଇଁ ଆରମ୍ଭ କରାଯାଇଥିଲା ଓ ସେହି ପରମ୍ପରା ଆଜି ଯାଏ ବଳବତ୍ତର ରହିଛି । [2]
Quick Facts ୱାଘା ସୀମା ସମାରୋହ वागह सीमा समारोह واہگہ بورڈر کروسِنگ ਵਗਾਹ ਬੋਰਡਰ ਨੀ, ତାରିଖ ...
ୱାଘା ସୀମା ସମାରୋହ वागह सीमा समारोह واہگہ بورڈر کروسِنگ ਵਗਾਹ ਬੋਰਡਰ ਨੀ | |
---|---|
![]() Wagah is located on the international highway between Amritsar, India and Lahore, Pakistan. | |
ତାରିଖ | Every day |
ସଚଳ ବର୍ଷ | 59 (since 1959) |
ଉଦଘାଟନ ହେଲା | Border Security Force and Pakistan Rangers |
ପ୍ରକାର | Military display |
Close