୨୦୧୮ ପୁରୁଷ ହକି ବିଶ୍ୱକପ
ହକି ବିଶ୍ୱକପ / From Wikipedia, the free encyclopedia
ପୁରୁଷ ହକି ବିଶ୍ୱକପର ୧୪ତମ ସଂସ୍କରଣ ଭୁବନେଶ୍ୱରରେସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଟିତ ହୋଇଥିଲା । ଏହି ପ୍ରତିଯୋଗିତା ୨୮ ନଭେମ୍ବରରୁ ୧୬ ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ଚାଲିଥିଲା । ଏହାର ଉଦଘାଟନ ଉତ୍ସବ ୨୭ ନଭେମ୍ବରରେ ଜାକ ଯମକର ସହ ସମାପ୍ତ ହୋଇଛି । ଉଦଘାଟନୀ ଉତ୍ସବରେ ଶାହରୁଖ ଖାନ, ମାଧୁରୀ ଦୀକ୍ଷିତ ଏବଂ ଏ.ଆର ରହମାନ ଯୋଗ ଦେଇଥିଲେ ।[1] ଏଥି ସହ ଭାରତର ସବୁଠାରୁ ବଡ଼ ଡ୍ରୋଣ ଉଡାଣ[2] ପ୍ରଦର୍ଶିତ ହୋଇଥିଲା ।
Quick Facts Tournament details, Host country ...
Tournament details | |||
---|---|---|---|
Host country | ଭାରତ | ||
City | ଭୁବନେଶ୍ୱର | ||
Teams | ୧୬ (from ୫ confederations) | ||
Venue(s) | କଳିଙ୍ଗ ଷ୍ଟାଡିୟମ | ||
Top three teams | |||
Runner-up | Netherlands | ||
Third place | Australia | ||
Tournament statistics | |||
Matches played | ୩୬ | ||
Goals scored | ୧୫୭ (ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୧" । per match) | ||
Top scorer(s) | Blake Govers Alexander Hendrickx (୭ goals) | ||
Best player | Arthur Van Doren | ||
|
Close