୨୦୧୮ ଇଣ୍ଡୋନେସିଆ ସୁନାମି
From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/setindex' not found. with short description]]
Quick Facts ସମୟ, ତାରିଖ ...
ସମୟ | around 21:38 WIB (14:38 UTC) |
---|---|
ତାରିଖ | 22 December 2018 |
ଅବସ୍ଥିତି | Sunda Strait, Indonesia |
Coordinates | 6.103°S 105.423°E / -6.103; 105.423 |
ମୃତ୍ୟୁ | 426[1][2] |
ଯତବିକ୍ଷତ | 14,059[1] |
ପତ୍ତାହୀନ | 25[3] |
ସମ୍ପତ୍ତି କ୍ଷତି | 2,752 houses and 510 ships[4] |
Close
୨୨ ଡିସେମ୍ବର ୨୦୧୮ ତାରିଖରେ ଇଣ୍ଡୋନେସିଆର ବାନ୍ତେନ ତଥା ଲାପୁଂଗ ଅଂଚଳର ସମୁଦ୍ର ଉପକୂଳରେ ଅନକ କ୍ରାକଟାଊ ଆଗ୍ନେୟଗିରି ବିସ୍ଫୋରଣ ପରେ ଏକ ସାମୁଦ୍ରିକ ସୁନାମୀ ଆସିଥିଲା । ଏହି ସୁନାମୀ ଯୋଗୁଁ ଅତି କମରେ ୪୨୬ ନିହତ ହୋଇଥିଲେ ଏବଂ ଅନେକ ଆହତ ହୋଇଥିଲେ । ଏହି ସୁନାମୀ ଉପରୋକ୍ତ ଆଗ୍ନେୟଗିରି ବିସ୍ଫୋରଣ ପରେ ସମୁଦ୍ର ତଳେ ହୋଇଥିବା ଏକ ଭୂସ୍ଖଳନଦ୍ୱାରା ଉତ୍ପନ ହୋଇଥିଲା । ତା' ପର ଦିନ ଅର୍ଥାତ ୨୩ ଡିସେମ୍ବର ୨୦୧୮ ଦିନ ଅନେକାଂଶ (ଦକ୍ଷିଣ-ପଶ୍ଚିମ କ୍ଷେତ୍ର) ସମୁଦ୍ର ମଧ୍ୟକୁ ଚାଲିଯାଇଥିଲା ।