୨୦୧୨ ଟି୨୦ ବିଶ୍ୱ କପ
From Wikipedia, the free encyclopedia
୨୦୧୨ ବିଶ୍ୱ କପ T୨୦, T୨୦ ବିଶ୍ୱ କପର ୪ ର୍ଥ ସଂସ୍କରଣ ଥିଲା । ଏହା ୧୮ ସେପ୍ଟେମ୍ବର , ୨୦୧୨ରେ ଶ୍ରୀଲଙ୍କାଠାରେ ଆୟୋଜିତ ହୋଇ ୱେଷ୍ଟ ଇଣ୍ଡିଜ ଚମ୍ପିୟାନ ହେଇଥିଲା । ଏହା ଏସିଆ ମହାଦେଶରେ ଅନୁଷ୍ଠିତ ପ୍ରଥମ ଟି୨୦ ବିଶ୍ୱ କପ । ଦକ୍ଷିଣ ଆଫ୍ରିକାରେ ପ୍ରଥମ ବିଶ୍ୱ କପ ହେବା ପରେ ,ଇଂଲଣ୍ଡ ଓ ୱେଷ୍ଟ ଇଣ୍ଡିଜରେ ପରବର୍ତ୍ତୀ ଦୁଇଟି T ୨୦ ବିଶ୍ୱ କପର ଆୟୋଜିତ ହେଇ ଥିଲା ।
ଅଂଶଗ୍ରହଣ କାରି ଦଳ
ଏଥିରେ ଟେଷ୍ଟ ମାନ୍ୟତା ପ୍ରାପ୍ତ ୧୦ଟି ଦଳ ସହ , ଯୋଗ୍ୟତା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପ୍ରଥମ ୨ ଟି ସ୍ଥାନରେ ଥିବା ଦଳ ଭାବରେ ଆୟରଲଣ୍ଡ ଓ ଆଫଗାନିଷ୍ଠାନ ଅଂଶ ଗ୍ରହଣ କରିଥିଲେ । ଫଳରେ ଆଫଗାନିଷ୍ଠାନର ଏହା ପ୍ରଥମ ଅନ୍ତର୍ଜାତିକ ପଦାର୍ପଣ ଥିଲା ।
More information Team, Seed ...
Team | Seed | Pld | W | L | NR | NRR | Pts |
---|---|---|---|---|---|---|---|
![]() |
A2 | 2 | 2 | 0 | 0 | +2.825 | 4 |
![]() |
A1 | 2 | 1 | 1 | 0 | +0.650 | 2 |
![]() |
2 | 0 | 2 | 0 | -3.475 | 0 |
Close