ୟାଂଗୋନ
From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
Quick Facts ୟାଂଗୋନ ରେଙ୍ଗୁନ, ଦେଶ ...
ୟାଂଗୋନ
ରେଙ୍ଗୁନ | |
---|---|
ମହାନଗରୀ | |
Coordinates: 16°51′N 96°11′E | |
ଦେଶ | ମିଆଁମାର |
ଅଞ୍ଚଳ | ୟାଂଗୋନ ଅଞ୍ଚଳ |
ସ୍ଥାପିତ | c. 1028–1043 CE |
Government | |
• ମେୟର | Maung Maung Soe |
Area | |
• Urban | 598.75 km2 (231.18 sq mi) |
• Metro | 10,170 km2 (3,930 sq mi) |
Time zone | UTC+6:30 (MST) |
Area code | 01 |
ଯାନବାହାନ ପଞ୍ଚୀକରଣ | YGN |
Website | ycdc |
Close
ୟାଂଗୋନ ବା ରେଙ୍ଗୁନ ମିଆଁମାରର ୟାଂଗୋନ ଅଞ୍ଚଳର ରାଜଧାନୀ ଅଟେ । ଏହା ୨୦୦୬ ମସିହା ପର୍ଯ୍ୟନ୍ତ ମିଆଁମାରର ରାଜଧାନୀ ଥିଲା । [1] ସାତ ନିୟୁତରୁ ଅଧିକ ଲୋକ ବାସ କରୁଥିବା ଏହି ନଗରଟି ମିଆଁମାରର ବୃହତ୍ତମ ନଗରୀ ଅଟେ ଏବଂ ଏହାର ସର୍ବାଧିକ ଗୁରୁତ୍ତ୍ୱପୂର୍ଣ୍ଣ ବାଣିଜ୍ୟିକ କେନ୍ଦ୍ର ଅଟେ ।
ୟାଂଗୋନରେ ଉପନିବେଶ ସମୟର ସର୍ବାଧିକ କୋଠାବାଡ଼ି ଦେଖିବାକୁ ମିଳେ [2] ଏବଂ ସେହି ସମୟର ଜନବସତି ମଧ୍ୟ ରହିଛି ଯାହା ଏପର୍ଯ୍ୟନ୍ତ ଅକ୍ଷତ ଅବସ୍ଥାରେ ରହିଛି । [3] ଏଠାରେ ଅନେକ ପୁରାତନ ବୌଦ୍ଧ କିର୍ତ୍ତୀ ଦେଖିବାକୁ ମିଳେ, ଯାହା ମଧ୍ୟରେ ମିଆଁମାରର ସବୁଠାରୁ ପବିତ୍ର ଶ୍ୱେଡାଗନ୍ ପାଗୋଡ଼ା ଅନ୍ତର୍ଭୁକ୍ତ । ଏଠାରେ ଭାରତର ଶେଷ ମୋଗଲ ସମ୍ରାଟ ବାହାଦୁର୍ ଶାହାଙ୍କୁ ନିର୍ବାସିତ କରାଯାଇଥିଲା ।