ହେଲସିଙ୍କି
From Wikipedia, the free encyclopedia
ହେଲସିଙ୍କି (/hɛlˈsɪŋki/; Finnish pronunciation: [ˈhelsiŋki] ( listen); Swedish: Helsingfors ) ଫିନଲାଣ୍ଡ ଦେଶର ରାଜଧାନୀ ଓ ସର୍ବବୃହତ ସହର । ଏହା ଦକ୍ଷିଣ ଫିନଲାଣ୍ଡର ଉସିମା ଅଞ୍ଚଳରେ ଗଲ୍ଫ ଅଫ ଫିନଲାଣ୍ଡ ତଟରେ ଅବସ୍ଥିତ ।
ଜନସଂଖ୍ୟା
ହେଲସିଙ୍କି ସହରର ଲୋକସଂଖ୍ୟା 629,512 [1], ସହରାଞ୍ଚଳର ଲୋକ ସଂଖ୍ୟା 1,214,210 [2]ଏବଂ ସଂଯୁକ୍ତ ମେଟ୍ରୋପଲିଟାନର ଜଣ ସଂଖ୍ୟା 1.4 ମିଲିୟନ ।ଏହା ଫିନଲାଣ୍ଡର ସର୍ବାଧିକ ଜନବହୁଳ ମୁନିସିପାଲିଟି ଓ ସହରାଞ୍ଚଳ ।
ଅବସ୍ଥିତି
ହେଲସିଙ୍କି ଦକ୍ଷିଣରେ ଏସ୍ତୋନିଆର ତାଲିନ୍ନଠାରୁ 80 କିଲୋମିଟର , ସ୍ୱିଡେନର ଷ୍ଟକହୋମଠାରୁ 400 କିଲୋମିଟର ପୂର୍ବରେ , ପଶ୍ଚିମରେ ରୁସିୟାର ସେଣ୍ଟ ପିତରସବର୍ଗଠାରୁ 3888 କିଲୋମିଟର ଦୂରରେ ଅବସ୍ଥିତ । ଏହି ତିନି ସହର ସହ ହେକ୍ସିଙ୍କିର ଏଇତିହାସିକ ଭାବରେ ଘନିଶ .ସମ୍ବନ୍ଧ ରହିଛି । .