ହିନ୍ଦୁ କୁଶ
ଆଫଗାନିସ୍ତାନ ଏବଂ ପାକିସ୍ଥାନର ସୀମା ନିକଟରେ ପର୍ବତ ସୀମା / From Wikipedia, the free encyclopedia
ହିନ୍ଦୁ କୁଶ ଉତ୍ତର ପାକିସ୍ତାନରୁ ମଧ୍ୟ ଆଫଗାନିସ୍ତାନ ପର୍ଯ୍ୟନ୍ତ ବିସ୍ତୃତ ଏକ ୮୦୦ କିମି ଚାଲୁଥିବା ପର୍ବତ ଶୃଙ୍ଖଳ ଅଟେ । ଏହାର ସବୁଠାରୁ ଉଚ୍ଚ ପାହାଡ ପାକିସ୍ତାନର "ଚିତ୍ରାଳ ଜେଲ"ରେସ୍ଥିତ ୭,୭୦୮ ମିଟର (୨୫,୨୮୯ ଫୁଟ) ଲମ୍ବା ତିରିଚ ମୀର ପର୍ବତ ରହିଛି ।[1] ହିନ୍ଦୁ କୁଶ ପାମୀର ପର୍ବତରୁ ଯାଇ ଯୋଡି ହୋଇଥାଏ ଏବଂ ହିମାଳୟର ଏକ ଉପଶାଖା ବୋଲି ଧରାଯାଏ । ହିନ୍ଦୁ କୁଶର ଦ୍ୱିତୀୟ ସବୁଠାରୁ ଉଚ୍ଚ ପାହାଡ ନୌଶକ ପର୍ବତ ଏବଂ ତୃତୀୟ ଇସ୍ତୋର-ଓ-ନଳ ଅଟେ ।[2][3] ହିନ୍ଦୁ କୁଶ ପାହାଡର ଅତ୍ୟଧିକ ଉଚ୍ଚ ହେବା ପରେ ମଧ୍ୟ ଏହି ଶୃଙ୍ଖଳରେ ବହୁତ ପାହଞ୍ଚ ରହିଛି ଯାହାଦ୍ୱାରା ଏହି ଶୃଙ୍ଖଳକୁ ଲୋକମାନଙ୍କ ଯିବା-ଆସିବା ବହୁ ଯୁଗରୁ ରହିଆସିଛି । [4]
Quick Facts ଦେଶ, ଅଞ୍ଚଳ ...
ହିନ୍ଦୁ କୁଶ | |
Range | |
ଆଫଗାନିସ୍ତାନରୁ ହିନ୍ଦୁ କୁଶର ଦୃଶ୍ୟ | |
ଦେଶ | ଆଫଗାନିସ୍ତାନ, ପାକିସ୍ତାନ |
---|---|
ଅଞ୍ଚଳ | ପାକ-ଆଫଗାନିସ୍ତାନ ସୀମା |
Highest point | ତିରିଚ ମୀର |
- elevation | ୭,୬୯୦ m (୨୫,୨୩୦ ft) |
- coordinates | 36°14′45″N 71°50′38″E |
Close