ହାୟୋସ୍ୟାମାଇନ
ଏକ ଔଷଧ ଯାହା ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ ରୋଗର ଚିକିତ୍ସା, ଲାଳ ଉତ୍ପାଦନ ହ୍ରାସ କରିବା ଏବଂ କୋଲିନେଷ୍ଟେରେଜ ନ / From Wikipedia, the free encyclopedia
ହାୟୋସ୍ୟାମାଇନ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ ଆନାସପାଜ୍, ହେଉଛି ଏକ ଔଷଧ ଯାହା ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ ରୋଗର ଚିକିତ୍ସା, ଲାଳ ଉତ୍ପାଦନ ହ୍ରାସ କରିବା ଏବଂ କୋଲିନେଷ୍ଟେରେଜ ନିରୋଧକ ବିଷକ୍ରିୟାର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[1] ଶିଶୁ କୋଲିକ ରୋଗରେ ଏହାର ବ୍ୟବହାର ଉପକାରୀ ନୁହେଁ ।[1] ଏହା ପାଟିରେ ଦିଆଯାଇପାରେ କିମ୍ବା ଇଞ୍ଜେକ୍ସନ ଆକାରରେ ଦିଆଯାଇପାରେ ।[1]ୟୁରିନାରି ରିଟେନସନ
Clinical data | |
---|---|
Trade names | Anaspaz, Levbid, Levsin, others |
Synonyms | Hyoscyamine sulfate, daturine, duboisine |
AHFS/Drugs.com | monograph |
MedlinePlus | a684010 |
Pregnancy category |
|
Routes of administration | By mouth, injection |
Legal status | |
Legal status |
|
Pharmacokinetic data | |
Bioavailability | 50% protein binding |
Metabolism | Hepatic |
Elimination half-life | 3–5 hrs. |
Excretion | Urine |
Identifiers | |
IUPAC name
| |
ECHA InfoCard | 100.002.667 |
Chemical and physical data | |
Formula | C17H23NO3 |
Molar mass | ୨୮୯.୩୮ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ପାର୍ଶ୍ୱ ପ୍ରତିକ୍ରିୟାରେ ଶୁଖିଲା ପାଟି, ୟୁରିନାରି ରିଟେନସନ, ଅସ୍ପଷ୍ଟ ଦୃଷ୍ଟିଶକ୍ତି, ଦୃତ ହୃଦ୍ଗତି ହାର, ମୁଣ୍ଡବିନ୍ଧା, ଚିନ୍ତା, ନିଦ୍ରାଳୁ, ରାସ ଏବଂ ସମନ୍ୱୟ ଅଭାବ ହୋଇପାରେ ।[1] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସାଇକୋସିସ୍ ଏବଂ ଗ୍ଲୁକୋମା ହୋଇପାରେ ।[1] ଏହା ଏକ ପ୍ରକାର ଆଣ୍ଟିସ୍ପାଜମୋଡିକ୍ସ ବା ଆଣ୍ଟିମସ୍କାରିନିକ୍ ଔଷଧ ।[1]
ହାୟୋସ୍ୟାମାଇନ ପ୍ରଥମେ ୧୮୩୩ ମସିହାର ହେନବେନ
(henbane) ଔଷଧଠାରୁ ପୃଥକ କରାଯାଇଥିଲା । [2] ଅନେକ ନାମରେ କିନ୍ତୁ ଏକ ଜେନେରିକ୍ ଔଷଧ ଭାବରେ ମିଳେ । [3] ଯୁକ୍ତରାଷ୍ଟ୍ରରେ ୦.୧୨୫ମିଗ୍ରାର ୩୦ଟି ବଟିକାର ଦାମ ୨୦୨୧ ମସିହା ସୁଦ୍ଧା ୧୦ ଡଲାରରୁ କମ୍ ଥିଲା ।[3]