ହାଈ ଫୋଙ୍ଗ
From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
ହାଈ ଫୋଙ୍ଗ ସହର
Thành phố Hải Phòng | |
---|---|
ନଗର ପାଳିକା | |
Nickname: ଚମକ ଯୁକ୍ତ ସହର | |
Coordinates: 20°51′54.5″N 106°41′01.8″E | |
देश | Vietnam |
Government | |
• ଦଳ ସଚୀବ | ଲେ ଭାନ ଥାନ |
• ପିପୁଲ କାଉନସିଲର ଅଧ୍ୟକ୍ଷ | ଡୁଓଙ୍ଗ ଅହ୍ନ ଗୀନ |
Population (2016)[1] | |
• Total | ୨୧,୯୦,୭୮୮ |
• Density | 1,274/km2 (3,300/sq mi) |
Time zone | UTC+07:00 (ଆଇସିଟୀ) |
କ୍ଷେତ୍ର କୋଡ | 225 |
Website | Haiphong.gov.vn |
ହାଈ ଫୋଙ୍ଗ, କିମ୍ବା "ହୋ ଫୋଙ୍ଗ" ଭିଏତନାମାର ଉତ୍ତର ଭାଗରେ ଦ୍ୱିତୀୟ ସବୁଠାରୁ ବଡ଼ ଓ ପ୍ରମୂଖ ଉଦ୍ୟୋଗିକ ସହର ଅଟେ । ହାଈ ଫୋଙ୍ଗ, ଭିଏତନାମାର ଉତ୍ତର ତଟରେ ପ୍ରଦ୍ୟୋଗିକି, ଅର୍ଥବ୍ୟବସ୍ଥା, ସଂସ୍କୃତି, ଚିକିଶ୍ଚା, ଶିକ୍ଷା, ବିଜ୍ଞାନ ଓ ବ୍ୟାପାରର କେନ୍ଦ୍ର ଅଟେ । ଏହା ଛଡା, ଏହି ଅଞ୍ଚଳ ଜନସଂଖ୍ୟା ମମାମଲାରେ ଭିଏତନାମାର ତୃତୀୟ ସବୁଠାରୁ ବଡ଼ ସହର ଅଟେ (୨୦୧୬ ମସିହାରେ ୨,୧୯୦,୭୮୮ ଜନସଂଖ୍ୟା ସହିତ) ।
ହାଈ ଫୋଙ୍ଗ ସହର ଏକ ବନ୍ଦରଗାହ ପ୍ରାନ୍ତ ରୂପେ ଫ୍ରାନ୍ସ ଔପନାସୀକ ସାମ୍ରାଜ୍ୟ ଅନୁଶାରେ ୧୮୮୭ ମସିହାରେ, ଫ୍ରେଞ୍ଚର ତୃତୀୟ ଗଣରାଜ୍ୟର ଅଧ୍ୟକ୍ଷ "ସାଦୀ କାର୍ନେଟ" ହାଈ ଫୋଙ୍ଗ ସହରର ସ୍ଥାପନ ପାଇଁ ଘୋଷଣା କରିଥିଲେ । ୧୯୫୪ ମସିହାରୁ ୧୯୭୫ ପର୍ଯ୍ୟନ୍ତ ହାଈ ଫୋଙ୍ଗ ଉତ୍ତର ଭିଏତନାମାର ସବୁଠାରୁ ମହତ୍ୱପୂର୍ଣ୍ଣ ସମୁଦ୍ର ଯୁକ୍ତ ସହର ଅଟେ ଏବଂ ୧୯୭୬ରୁ ହନୋଇ ଓ ହୋ ଚୀ ମିହ୍ନ ସହର ପରି ପ୍ରତ୍ୟକ୍ଷ-ନିୟନ୍ତ୍ରିତ ନଗର ପାଳିକାରୁ ଗୋଟିଏ ଅଟେ ।