ସ୍ନେହପ୍ରଭା ସାମନ୍ତରାୟ
ଭାରତୀୟ ଓଡ଼ିଶୀ ନର୍ତ୍ତକୀ ଓ ନୃତ୍ୟଗୁରୁ / From Wikipedia, the free encyclopedia
ସ୍ନେହପ୍ରଭା ସାମନ୍ତରାୟ ଜଣେ ଓଡ଼ିଶୀ ନୃତ୍ୟ ଶିଳ୍ପୀ ଓ ଗୁରୁ ।[1] ସେ ୨୦୨୩ ବର୍ଷ ପାଇଁ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ହାସଲ କରିଥିଲେ ।[2] ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷା ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।
Quick Facts ସ୍ନେହପ୍ରଭା ସାମନ୍ତରାୟ, ବୃତ୍ତି(ସମୂହ) ...
ସ୍ନେହପ୍ରଭା ସାମନ୍ତରାୟ | |
---|---|
ବୃତ୍ତି(ସମୂହ) | ଓଡ଼ିଶୀନୃତ୍ୟଶିଳ୍ପୀ, ଗୁରୁ |
ପୁରସ୍କାର | କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୨୦୨୩ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର, ୨୦୦୭ |
Close