![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/b/b4/Sertraline.svg/langor-640px-Sertraline.svg.png&w=640&q=50)
ସେର୍ଟ୍ରାଲିନ
ଏକ ଅବସାଦରୋଧୀ ଯୌଗିକ ପଦାର୍ଥ / From Wikipedia, the free encyclopedia
ସେର୍ଟ୍ରାଲିନ (ଇଂରାଜୀ ଭାଷାରେ Sertraline, ଏକ ବିକ୍ରୟ ନାମ ଜୋଲୋଫ୍ଟ/ Zoloft) ଏକ ସେରୋଟୋନିନ ଆଣ୍ଟାଗୋନିସ୍ଟ ଓ ରିଅପଟେକ ଇନହିବିଟର (selective serotonin reuptake inhibitor)/ SSRI) ଶ୍ରେଣୀର ଅବସାଦରୋଧୀ (antidepressant) ଔଷଧ ।[5] ମୂଖ୍ୟତଃ ଏହା ପ୍ରମୁଖ ଅବସାଦ ବେମାରୀ, ଅବସେସିଭ-କମ୍ପଲସିଭ ଡିଜଅର୍ଡ଼ର, ପ୍ୟାନିକ ଡିଜଅର୍ଡ଼ର ଓ ସାମାଜିକ ଉତ୍କଣ୍ଠା ବେମାରୀ (social anxiety disorder) ଆଦି ରୋଗରେ ବ୍ୟବହୃତ ହୁଏ ।[5] ଅନ୍ୟାନ୍ୟ ଅବସାଦରୋଧୀ ଔଷଧ ଭଳି ଏହା ପ୍ରଭାବଶାଳୀ ଅଟେ । [5] ସେଟ୍ରାଲିନକୁ ପାଟିରେ ଦିଆଯାଏ । [5]
![]() | |
![]() | |
Clinical data | |
---|---|
Trade names | Zoloft and others[1] |
AHFS/Drugs.com | monograph |
MedlinePlus | a697048 |
Pregnancy category |
|
Routes of administration | By mouth (tablets and solution) |
Drug class | Selective serotonin reuptake inhibitor |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 44% |
Protein binding | 98.5% |
Metabolism | Hepatic (N-demethylation mainly by CYP2B6)[2] |
Elimination half-life | ~23–26 h (66 h [less-active[3] metabolite, norsertraline])[4] |
Excretion | Renal |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
Chemical and physical data | |
Formula | C17H17Cl2N |
Molar mass | 306.229 g/mol |
3D model (JSmol) | |
SMILES
| |
InChI
| |
(verify) |
ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଯୌନ ସମସ୍ୟା (sexual dysfunction) ଓ ନିଦ୍ରା ସମସ୍ୟା (troubles with sleep) ଦେଖାଯାଏ । [5] ସାଂଘାତିକ ପ୍ରତିକ୍ରିୟା ହେଲେ ୨୫ ବର୍ଷ ବୟସ୍କ ଲୋକର ଆତ୍ମହତ୍ୟା ସଙ୍କଟ ରହେ ବା ସେରୋଟୋନିନ ସିଣ୍ଡ୍ରୋମ (serotonin syndrome) ହୋଇପାରେ ।[5] It is unclear whether use during ଗର୍ଭାବସ୍ଥା ଓ ସ୍ତନ୍ୟ ପାନ (breastfeeding) ସମୟରେ ଏହାର ନିରାପତ୍ତା ସ୍ପଷ୍ଟ ନୁହେଁ । [6] ମାଓ ନିହିବିଟର (MAO inhibitor) ଔଷଧ ସହିତ ଏହା ବ୍ୟବହାର କରାଯାଏନାହିଁଁ ।[5] ମସ୍ତିଷ୍କ ଉପରେ ଅଧିକ ସେରୋଟୋନିନ (serotonin) ପ୍ରାଭାବ ପକେଇ ସେର୍ଟ୍ରାଲିନ କାମ କରୁଥିବା ବିଶ୍ୱାସ କରାଯାଏ । [5]
ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୧ରେ ପ୍ରଥମରୁ ବିକ୍ରୟ କରୁଥିବା ଫାଇଜର (Pfizer) କମ୍ପାନୀର ସେର୍ଟ୍ରାଲିନ ଔଷଧ ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[5] ଅଧୁନା ଏହା ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହେଉଛି ।[5] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୮ରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୧.୫୦ ଆମେରିକୀୟ ଡଲାର ଅଛି ।[7] ସନ ୨୦୧୬ରେ ଏହା ଯୁକ୍ତରାଷ୍ଟ୍ର ଆମେରିକାର ସର୍ବାଧିକ ମାନସିକ ପ୍ରେସକ୍ରିପସନ ଔଷଧ ଥଲା,[8] ଓ ସନ ୨୦୧୩ରେ ଏହି ପ୍ରେସକ୍ରିପସନ ସଂଖ୍ୟା ପ୍ରାୟ ୪୧ ନିୟୁତ ଥିଲା ।[9]