![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/f/f8/Cevimeline.svg/langor-640px-Cevimeline.svg.png&w=640&q=50)
ସେଭିମେଲାଇନ
ଏହାଏକ ଔଷଧ ଯାହା ଜୋଗ୍ରାନ ସିଣ୍ଡ୍ରୋମ କିମ୍ବା ବିକିରଣ ଚିକିତ୍ସା ଜନିତ ଶୁଖିଲା ପାଟିର ଚିକିତ୍ସା ପାଇଁ ବ୍ୟବହ / From Wikipedia, the free encyclopedia
ସେଭିମେଲାଇନ, ବେପାର ନାମ ଇଭୋକ୍ସାକ୍, ଏକ ଔଷଧ ଯାହା ଜୋଗ୍ରାନ ସିଣ୍ଡ୍ରୋମ କିମ୍ବା ବିକିରଣ ଚିକିତ୍ସା ଜନିତ ଶୁଖିଲା ପାଟିର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[1] ଏହା ପାଇକାର୍ପିନ ସହିତ ଏକ ସମାନ । [2] ଏହା ପାଟିରେ ଦିଆଯାଏ । [1],
Quick Facts Clinical data, Pronunciation ...
![]() | |
![]() | |
Clinical data | |
---|---|
Pronunciation | se vim' e leen[1] |
Trade names | Evoxac |
AHFS/Drugs.com | monograph |
MedlinePlus | a608025 |
Pregnancy category |
|
Routes of administration | By mouth (capsules) |
Legal status | |
Legal status |
|
Pharmacokinetic data | |
Protein binding | <20% |
Identifiers | |
IUPAC name
| |
Chemical and physical data | |
Formula | C10H17NOS |
Molar mass | ୧୯୯.୩୧ g·mol−1 |
3D model (JSmol) | |
SMILES
| |
InChI
| |
(verify) |
Close
ପାର୍ଶ୍ୱ ପ୍ରତିକ୍ରିୟା ସାଧାରଣତଃ ସାମାନ୍ୟ ହୁଏ ଏବଂ ଏଥିରେ ବର୍ଦ୍ଧିତ ଝାଳ, ନାକରୁ ପାଣି ପ୍ରବାହିତ, ଅଇ, ତରଳ ଝାଡ଼ା, ମୁଣ୍ଡବିନ୍ଧା, ମୁଣ୍ଡ ବୁଲାଇବା, ଦୃଷ୍ଟି ବ୍ୟାଘାତ ଏବଂ ଥକ୍କାପଣ ହୋଇପାରେ । [1] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [2] ଏହା ଏକ ମସ୍କାରିନିକ୍ ଆଗୋନିଷ୍ଟ, ଯାହାଦ୍ୱାରା ଲାଳ ଉତ୍ପାଦନ ବୃଦ୍ଧି ପାଇଥାଏ | [1]
୨୦୦୦ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ସେଭିମେଲାଇନ ଅନୁମୋଦିତ ହୋଇଥିଲା। [2] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [3] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏକ ମାସ ଔଷଧର ମୂଲ୍ୟ ପ୍ରାୟ ୫୨ ଡଲାର ଅଟେ ।[3]