ସୁଷମା ପଟେଲ
ଓଡ଼ିଆ ରାଜନୀତିଜ୍ଞ / From Wikipedia, the free encyclopedia
ସୁଷମା ପଟେଲ (ଜନ୍ମ: (1960-05-17)ମଇ ୧୭, ୧୯୬୦
Quick Facts ସୁଷମା ପଟେଲ, ବିଧାୟିକା: ୧୩ଶ ଓଡ଼ିଶା ବିଧାନ ସଭା ...
ସୁଷମା ପଟେଲ | |
---|---|
![]() | |
ବିଧାୟିକା: ୧୩ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୫ – ୨୦୦୯ | |
ପୂର୍ବ ଅଧିକାରୀ | ଶଙ୍କର୍ଷଣ ନାୟକ |
ପର ଅଧିକାରୀ | କିଶୋର ଚନ୍ଦ୍ର ପଟେଲ |
ନିର୍ବାଚନ ମଣ୍ଡଳୀ | ସୁନ୍ଦରଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | (1960-05-17) ୧୭ ମଇ ୧୯୬୦ (ବୟସ ୬୪) |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ଶଙ୍କର୍ଷଣ ନାଏକ |
ସନ୍ତାନ | ୧ ପୁଅ ୧ ଝିଅ |
ବାପା/ବୋଉ | ନିମାଇଁ ଚରଣ ପଟେଲ (ବାପା) |
ବୃତ୍ତି | ରାଜନୀତିଜ୍ଞ |
Close
; ଜନ୍ମସ୍ଥାନ: ସୁନ୍ଦରଗଡ଼ ଜିଲ୍ଲା, ଓଡ଼ିଶା) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ୨୦୦୫ ମସିହାରେ ଓଡ଼ିଶା ବିଧାନ ସଭାର ୧୩ଶ ସଭାକୁ ଉପ ନିର୍ବାଚନ ଜରିଆରେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ୨୦୦୫ ମସିହାରେ ୧୩ଶ ଓଡ଼ିଶା ବିଧାନ ସଭାରେ ସୁନ୍ଦରଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ନିର୍ବାଚିତ ପ୍ରିତିନିଧି ଶଙ୍କର୍ଷଣ ନାଏକଙ୍କର ହେହାନ୍ତ ପରେ ସୁଷମା ତାଙ୍କ ଚାକିରୀ ଜୀବନରୁ ଅବସର ନେଇ ଉପ ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରତିନିଧି ଭାବରେ ନିର୍ବାଚନ ଲଢ଼ି ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।