ସୁଡ଼ୋସୁଚିଆ
From Wikipedia, the free encyclopedia
ସୁଡ଼ୋସୁଚିଆ (Pseudosuchia; "ଛଦ୍ମ କୁମ୍ଭୀର/false crocodiles"), ଆର୍କୋସୁରିଆର ଦୁଇଟି ମୁଖ୍ୟ division ଭିତରୁ ଅନ୍ୟତମ ଏବଂ ଜୀବିତ କ୍ରୋକୋଡ଼ିଲିଆନ୍ ଗୁଡ଼ିକ ଏଥିରେ ଅନ୍ତର୍ଭୁକ୍ତ । ଆର୍କୋସର ଗୁଡ଼ିକର ପକ୍ଷୀମାନଙ୍କ ଅପେକ୍ଷା କ୍ରୋକୋଡ଼ିଲିଆନ୍ମାନଙ୍କ ସହ ଅଧିକ ସାମଞ୍ଜସ୍ୟ ଦେଖିବାକୁ ମିଳେ ( ଏହାକୁ ପ୍ରାୟତଃ "crocodilian-line archosaurs" ମଧ୍ୟ କୁହାଯାଏ) । ଏହି ନାମଟି ଆଗରୁ କୁମ୍ଭୀର-ଭଳି (crocodile-like) ଟ୍ରାଇଆସିକ ଯୁଗର ପ୍ରାଗ୍-ଐତିହାସିକ ସରୀସୃପଙ୍କ ପାଇଁ ବ୍ୟବହାର କରାଯାଉଥିଲା, କିନ୍ତୁ ବିଂଶ ଶତାବ୍ଦୀର ଶେଷ ଆଡ଼କୁ ଏହି ବ୍ୟବହାର ବନ୍ଦ ହୋଇଯାଇଥିଲା । ୧୯୯୦ରେ ପୂର୍ବରୁ ସୁଡ଼ୋସୁଚିଆନ୍ ଭାବେ କୁହାଯାଉଥିବା ଆର୍କୋସରର clade ଗୁଡ଼ିକୁ Crurotarsi ବୋଲି ନାମକରଣ କରାଯାଇଥିଲା । ଏହି ସମୟରେ, 'ସୁଡ଼ୋସୁଚିଆ'କୁ ବି ଏକ clade ଭାବେ ଗ୍ରହଣ କରାଯାଉଥିଲା, କିନ୍ତୁ ୨୦୧୧ ଯାଏଁ ତା'ର ସେପରି କିଛି ବିଶେଷ ବ୍ୟବହାର ନଥିଲା । ୨୦୧୧ରେ ଜୀବାଶ୍ମ ବିଜ୍ଞାନୀ ଷ୍ଟାର୍ଲିଙ୍ଗ ନେଶ୍ବିଟ୍ ପ୍ରସ୍ତାବଦେଲେ ଯେ Crurotarsiରେ crocodilian-line archosaurs ସହ ଅନ୍ୟ ସମସ୍ତ ଆର୍କୋସର - ପକ୍ଷୀ, ଉଡି ପାରୁନଥିବା ଡାଇନୋସର, ଓ ଟେରୋସର ଗୁଡ଼ିକ ଅନ୍ତର୍ଭୁକ୍ତ ହେବେ । ସୁଡ଼ୋସୁଚିଆ clade ଆଗଭଳି crocodilian-line archosaur ଗୁଡ଼ିକୁ ଦର୍ଶାଇବା ପାଇଁ ବ୍ୟବହାର ହେବ, ଏବଂ ତା'ପରଠାରୁ ଅନେକ ଆଧ୍ୟୟନ Nesbittଙ୍କ ପ୍ରସ୍ତାବକୁ ସମର୍ଥନ କରିଛନ୍ତି । ସୁଡ଼ୋସୁଚିଆ ବର୍ତ୍ତମାନ ପୂର୍ବପରି ଏକ ସାଧାରଣ ଶବ୍ଦ ହେଇଯାଇଛି ।
Pseudosuchia ଜୀବାଶ୍ମ କାଳ: Early Triassic - Holocene, 250–0 Ma PreЄ
Є
O
S
D
C
P
T
J
K
Pg
N
| |
---|---|
![]() | |
Ornithosuchidae | |
![]() | |
Suchia | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ![]() | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଶ୍ରେଣୀ: | ରେପ୍ଟିଲିଆ |
ଗୋଷ୍ଠୀ: | ଆର୍ଚ୍ଚୋସୌରିଆ |
Clade: | Pseudosuchia Zittel, 1887 |
Subgroups | |
†Ornithosuchidae | |
Synonyms | |
Crocodylotarsi Benton & Clark, 1988[1] |