ସୁଚେତା କଡେଥାଙ୍କର
From Wikipedia, the free encyclopedia
ସୁଚେତା କଡେଥାଙ୍କର (ମରାଠୀ: सुचेता कडेठाणकर) (ଜନ୍ମ ୩୧ , ଡିସେମ୍ବର , ୧୯୭୭ )j j1,000 miles (1,600 km) in Mongolia,ଜଣେ ଭାରତୀୟ ସୂଚନା ପ୍ରଯୁକ୍ତି ବିଦ୍ୟା ( Information Technology) ବିଶେଷଗ୍ଣ୍ୟା । ସେ ମଙ୍ଗୋଲିଆ ଦେଶର ଥିବା ଏସିଯା ମହାଦେଶର ସର୍ବ-ବୃହତ ଗୋବୀ ମରୁଭୁମିରେ ୧୦୦୦ କିଲୋମିଟର ବ୍ୟାପୀ ଦୂରତାକୁ ପାଦରେ ଚାଲି ଯାଇ ରେକର୍ଡ କରିଥିଲେ । ଏହା କରିବାରେ ସେ ପ୍ରଥମ ଭାରତୀୟ ମହିଳା । .[1] ସୁଚେତା ଏହି ଅଭିଯାନରେ ବିଶ୍ୱର ବିଭିନ୍ନ ଦେଶର 13 ଜଣ ମହିଳାଙ୍କ ଦଳରେ ସାମିଲ ଥିଲେ । କେତେକ ସ୍ଥଳରେ ଓଟମାନଙ୍କ ସହାୟତା ମଧ୍ୟ ନିଆ ଯାଇଥିଲା । .[2]