From Wikipedia, the free encyclopedia
ସିରୋଲିମସ, ଯାହାକୁ ରାପାମାଇସିନ ମଧ୍ୟ କୁହାଯାଏ, ଔଷଧ ଯାହା ମୁଖ୍ୟତଃ ଅଙ୍ଗ ପ୍ରତିରୋପଣ ପ୍ରତ୍ୟାଖ୍ୟାନ ରୋକିବା ପାଇଁ ଓ ଲୋମ୍ଫଞ୍ଜିଓଲିଓମାୟୋମାଟୋସିସ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[4] [5] ବୃକ୍କ ପ୍ରତିରୋପଣ ପାଇଁ ଏହା ଏକ ଦ୍ୱିତୀୟ ଧାଡିର ଚିକିତ୍ସା ।[6] ଏହା ପାଟିରେ ଦିଆଯାଏ ।[4]
Clinical data | |
---|---|
Trade names | Rapamune |
Synonyms | Rapamycin |
data | |
Pregnancy category |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | 14% (oral solution), lower with high-fat meals; 18% (tablet), higher with high-fat meals[1] |
Protein binding | 92% |
Metabolism | Hepatic |
Elimination half-life | 57–63 hours[2] |
Excretion | Mostly faecal |
Identifiers | |
IUPAC name
| |
ECHA InfoCard | 100.107.147 |
Chemical and physical data | |
Formula | C51H79NO13 |
Molar mass | ୯୧୪.୧୯ g·mol−1 |
3D model (JSmol) | |
Solubility in water | 0.0026 [3] mg/mL (20 °C) |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ଜ୍ୱର, ଖରାପ କ୍ଷତ ଆରୋଗ୍ୟ, ମଧୁମେହ, ମୂତ୍ରରେ ପୁଷ୍ଟିସାର, ରାସ ଏବଂ ଫୁଲା ହୋଇପାରେ ।[5] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଲିମ୍ଫୋମା, ଆନାଫାଇଲକ୍ସିସ୍, ଆଞ୍ଜିଓଇଡିମା, ବୃକ୍କ ସମସ୍ୟା, ଏବଂ ପ୍ରଗତିଶୀଳ ମଲ୍ଟିଫୋକାଲ୍ ଲ୍ୟୁକୋଏନସେଫାଲୋପାଥି ଅନ୍ତର୍ଭୁକ୍ତ ହୋଇପାରେ । [4] ଏହା ଏକ ଏମଟଓଆର (mTOR) ପ୍ରତିବନ୍ଧକ ଏବଂଟି ଜୀବକୋଷ ଏବଂ ବି ଜୀବକୋଷଗୁଡ଼ିକର ସକ୍ରିୟତା ହ୍ରାସ କରି କାର୍ଯ୍ୟ କରେ ।[4]
୧୯୭୨ ମସିହାରେ ସିରୋଲିମସ ପୃଥକୀକରଣ ହୋଇଥିଲା ଏବଂ ୧୯୯୯ରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୧ରେ ୟୁରୋପରେ ଚିକିତ୍ସା ପାଇଁ ଅନୁମୋଦିତ ହୋଇଥିଲା ।[4] [7] [5] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । ଯୁକ୍ତରାଷ୍ଟ୍ରରେ ଏକ ମାସର ଚିକିତ୍ସାରେ ୨୦୨୧ ସୁଦ୍ଧା ଦିନକୁ ୨ମିଗ୍ରାର ମୂଲ୍ୟ ପ୍ରାୟ ୨୨୫ ଡଲାର ଥିଲା ।[8] ଯୁକ୍ତରାଜ୍ୟରେ ଏହି ରାଶି ମୂଲ୍ୟ £୧୭୨ ଖର୍ଚ୍ଚ ହୁଏ ।[6] ଏହା ରାପାମୁନ ନାମରେ ବିକ୍ରି ହୁଏ ।[4]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.