ପାକସ୍ଥଳୀରୁ ଅମ୍ଳ ଉତ୍ପାଦନ କମ କରିଦିଏ । From Wikipedia, the free encyclopedia
ସିମେଟିଡାଇନ, ଏକ ବିକ୍ରୟ ନାମ ଟ୍ୟାଗାମେଟ, ହେଉଛି ଏକ ପ୍ରକାର ଔଷଧ ଯାହା ଅମ୍ଳରୋଗ, ଗ୍ୟାଷ୍ଟ୍ରୋଏସୋଫେଜିଆଲ ରିଫ୍ଲକ୍ସ ରୋଗ (GERD), ବୁକୁଜ୍ୱାଳା, ଏବଂ ଉପର ଅନ୍ତନଳୀର ରକ୍ତସ୍ରାବ ରୋଗମାନଙ୍କର ଚିକିତ୍ସା ନିମନ୍ତେ ବ୍ୟବହୃତ ହୁଏ ।[8] [9] ଏହା ଆଲର୍ଜି ପ୍ରତିକ୍ରିୟା ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[9] ଏହା ପାଟିରେ କିମ୍ବା ଇଞ୍ଜେକ୍ସନଦ୍ୱାରା ଦିଆଯାଏ । [9] ଏହାର ପ୍ରଭାବ ଏକ ଘଣ୍ଟା ମଧ୍ୟରେ ଆରମ୍ଭ ହୋଇ ୫ ଘଣ୍ଟା ପର୍ଯ୍ୟନ୍ତ ରହିଥାଏ ।[10]
Clinical data | |
---|---|
Pronunciation | /sɪˈmɛtɪdiːn/ or /saɪˈmɛtɪdiːn/ |
Trade names | Tagamet, others[1] |
Synonyms | SKF-92334[2] |
AHFS/Drugs.com | monograph |
MedlinePlus | a682256 |
data |
|
Pregnancy category |
|
Routes of administration | By mouth, intramuscular injection, intravenous infusion[3] |
Legal status | |
Legal status |
|
Pharmacokinetic data | |
Bioavailability | 60–70%[4][5] |
Protein binding | 13–25%[5][6] |
Metabolism | Liver[5] |
Metabolites | • Cimetidine sulfoxide[5] • Hydroxycimetidine[5] • Guanyl urea cimetidine[5] |
Onset of action | 30 minutes[7] |
Elimination half-life | 123 minutes (~2 hours)[6] |
Duration of action | 4–8 hours[3] |
Excretion | Urine[6] |
Identifiers | |
IUPAC name
| |
ECHA InfoCard | 100.052.012 |
Chemical and physical data | |
Formula | C10H16N6S |
Molar mass | ୨୫୨.୩୪ g·mol−1 |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡ ବୁଲାଇବା, ମୁଣ୍ଡବିନ୍ଧା, ନିଦ୍ରାଳୁ ଏବଂ ତରଳ ଝାଡ଼ା ହୋଇପାରେ ।[9] ଦୀର୍ଘ ସମୟ ବ୍ୟବହାର ହେଲେ ସ୍ତନ ଆକାର ବୃଦ୍ଧି ହୋଇପାରେ ।[9] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଅନିୟମିତ ହୃତ୍ ସ୍ପନ୍ଦନ, ନିମୋନିଆ ଏବଂ ଦ୍ୱନ୍ଦ୍ୱ ହୋଇପାରେ । [9] ଗର୍ଭାବସ୍ଥାରେ କ୍ଷତିର କୌଣସି ପ୍ରମାଣ ନାହିଁ, କିନ୍ତୁ ଏହିପରି ବ୍ୟବହାର ଭଲ ଭାବରେ ଅଧ୍ୟୟନ କରାଯାଇ ନାହିଁ ।[11] ଏହା ଏକ ଏଚ<sub id="mwRA">୨</sub> ରିସେପ୍ଟର ଆଣ୍ଟାଗୋନିଷ୍ଟ ଔଷଧ ଯାହା ପାକସ୍ଥଳୀରୁ ଅମ୍ଳ ଉତ୍ପାଦନକୁ ପ୍ରତିବନ୍ଧିତ କରେ ।[1]
ସିମେଟିଡାଇନ ୧୯୭୧ ମସିହାରେ ବିକଶିତ ହୋଇଥିଲା ଏବଂ ୧୯୭୭ରେ ବ୍ୟବସାୟିକ ବ୍ୟବହାର ନିମନ୍ତେ ଆସିଥିଲା ।[12] [13] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [8] ଯୁକ୍ତରାଜ୍ୟରେ ୨୦୨୧ ମସିହାରେ ଏକ ମାସର ଔଷଧ ମୂଲ୍ୟ £16 ଥିଲା ।[8] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୩୩ ଡଲାର ଥିଲା ।[14]
{{cite book}}
: CS1 maint: multiple names: authors list (link){{cite book}}
: Unknown parameter |name-list-format=
ignored (|name-list-style=
suggested) (help)Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.