![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/3/37/Sri_Lankan_leopard_%2528Panthera_pardus_kotiya%2529_at_Wilpattu_National_Park.jpg/640px-Sri_Lankan_leopard_%2528Panthera_pardus_kotiya%2529_at_Wilpattu_National_Park.jpg&w=640&q=50)
ସିଂହଳୀ କଲରାପତରିଆ ବାଘ
କଲରାପତରିଆ ବାଘଙ୍କର ଏକ ଉପପ୍ରଜାତି / From Wikipedia, the free encyclopedia
ସିଂହଳୀ କଲରାପତରିଆ ବାଘ (ଇଂରାଜୀରେ Sri Lankan leopard, ଜୀବବିଜ୍ଞାନ ନାମ Panthera pardus kotiya) ଶ୍ରୀଲଙ୍କା ଦେଶରେ ଦେଖାଯାଉଥିବା କଲରାପତରିଆ ବାଘଙ୍କର ଏକ ଉପପ୍ରଜାତି । ୧୯୫୬ ମସିହାରେ ଜୀବବିଜ୍ଞାନୀ ପଲେସ୍ ଏଡ୍ୱାର୍ଡ୍ ପିଏରି ଡେରାନିୟାଗାଲା ପ୍ରଥମେ ଏହି ପ୍ରଜାତିର ବିବରଣୀ ପ୍ରଦାନ କରିଥିଲେ ।[1]
- ଏହି ଲେଖାଟି ଶ୍ରୀଲଙ୍କାର କଲରାପତ୍ରିଆ ଉପପ୍ରଜାତି ବାବଦରେ । କଲରାପତ୍ରିଆ ବାଘର ପ୍ରଜାତି ଓ ବିଭିନ୍ନ ଉପପ୍ରଜାତି, କଲରାପତରିଆ ବାଘ ପ୍ରସଙ୍ଗଟି ଦେଖନ୍ତୁ ।
Quick Facts ସିଂହଳୀ କଲରାପତରିଆ ବାଘ, Conservation status ...
ସିଂହଳୀ କଲରାପତରିଆ ବାଘ | |
---|---|
![]() | |
ୱିଲପଟ୍ଟୁ ଜାତୀୟ ଉଦ୍ୟାନର ଏକ ସିଂହଳୀ କଲରାପତରିଆ ବାଘ | |
Conservation status | |
![]() Endangered (IUCN 3.1) | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ ![]() | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଗୋଷ୍ଠୀ: | ମାମାଲିଆଫୋର୍ମ୍ସ |
ଶ୍ରେଣୀ: | ମାମାଲିଆ |
ବର୍ଗ: | କାର୍ନିଭୋରା |
Suborder: | Feliformia |
Family: | Felidae |
Genus: | Panthera |
ଜାତି: | P. pardus |
ଉପଜାତି: | P. p. kotiya ପଲେସ୍ ଏଡ୍ୱାର୍ଡ୍ ପିଏରି ଡେରାନିୟାଗାଲା, ୧୯୫୬ |
ଟ୍ରାଇନୋମିଆଲ ନାମ | |
Panthera pardus kotiya ପଲେସ୍ ଏଡ୍ୱାର୍ଡ୍ ପିଏରି ଡେରାନିୟାଗାଲା, ୧୯୫୬ | |
![]() | |
ସିଂହଳୀ କଲରାପତ୍ରିଆ ବାଘଙ୍କ ଭୌଗୋଳିକ ବିତରଣ |
Close
୨୦୦୮ ମସିହାରେ ସିଂହଳୀ କଲରାପତ୍ରିଆ ବାଘର ସଂରକ୍ଷଣ ସ୍ଥିତିକୁ “ସଙ୍କଟାପନ୍ନ” ବୋଲି ବିବେଚନା କରାଯାଇ ଏହାକୁ IUCN ସଂସ୍ଥାର ନାଲି ତାଲିକାର (IUCN Red List) ଅନ୍ତର୍ଭୁକ୍ତ କରାଗଲା । ୨୦୧୫ ମସିହା ବେଳକୁ ବଣରେ ଆନୁମାନିକ ୭୦୦-୯୫୦ଟି ସିଂହଳୀ କଲରାପତ୍ରିଆ ବାଘ ରହିଥିବା ବିଷୟ ପ୍ରକାଶ ପାଇଥିଲା ।[2]