ସାରନାଥ ଅଶୋକ ସ୍ତମ୍ଭ
ଭାରତୀୟ ରାଷ୍ଟ୍ରୀୟ ଚିହ୍ନ / From Wikipedia, the free encyclopedia
ସାରନାଥ ଅଶୋକ ସ୍ତମ୍ଭ ଏକ ପ୍ରସ୍ତର ସ୍ତମ୍ଭ, ଯାହାକି ବର୍ତ୍ତମାନ ଏକ ରାଷ୍ଟ୍ରୀୟ ଚିହ୍ନ ଭାବେ ଭାରତକୁ ପ୍ରତିନିଧିତ୍ୱ କରୁଅଛି ।[1] ଏହି ସ୍ତମ୍ଭଟି ସାରନାଥରେ ରାଜା ଅଶୋକଙ୍କଦ୍ୱାରା ନିର୍ମିତ ଏକ ପ୍ରମୁଖ ବୌଦ୍ଧସ୍ତୁପଠାରେ ରହିଛି ।[2]