ସାମୁଏଲ ଫିନଲେ ବ୍ରିଜ ମୋର୍ସ (ଏପ୍ରିଲ ୨୭, ୧୭୯୧ – ଏପ୍ରିଲ ୨, ୧୮୭୨) ହେଉଛନ୍ତି ଜଣେ ଭଦ୍ଭାଭକ ଓ ଚିତ୍ରଶିଳ୍ପୀ ଯିଏ ଇଉରୋପୀୟ ଟେଲିଗ୍ରାଫ ଆଧାରିତ ଏକତନ୍ତ୍ରୀ ଟେଲିଗ୍ରାଫି ଉଦ୍ଭାବନ କରିଥିଲେ ଓ ସଂଯୁକ୍ତ ଭାବରେ ମୋର୍ସ କୋଡ୍ ମଧ୍ୟ ଉଦ୍ଭାବନ କରିଥିଲେ। .
Quick Facts ସାମୁଏଲ ମୋର୍ସ (Samuel Morse), ଜନ୍ମ ...
ସାମୁଏଲ ମୋର୍ସ (Samuel Morse) |
---|
ସାମୁଏଲ ଫିନଲେ ବ୍ରିଜ ମୋର୍ସ, ୧୮୪୦ |
ଜନ୍ମ | ସାମୁଏଲ ଫିନଲେ ବ୍ରିଜ ମୋର୍ସ(Samuel Finley Breese Morse) ଜନ୍ମଦିନ ୨୭ ଏପ୍ରିଲ ୧୭୯୧
ଜନ୍ମସ୍ଥାନ – ଚାର୍ଲସଟାଉନ, ବୋଷ୍ଟୋନ, ମାସାଚୁସେଟସ (Charlestown, Boston, Massachusetts) |
---|
ମୃତ୍ୟୁ | ୨ ଏପ୍ରିଲ ୧୮୭୨: ୮୦ ବର୍ଷ
୫ ୱେଷ୍ଟ ୨୨ତମଷ୍ଟ୍ରିଟ, ନ୍ୟୁୟୋର୍କ ସିଟି, ନ୍ୟୁୟୋର୍କ |
---|
ଜାତୀୟତା | ଆମେରିକୀୟ |
---|
ବୃତ୍ତି(ସମୂହ) | ଚିତ୍ରଶିଳ୍ପୀ, ଉଦ୍ଭାବକ |
---|
ପ୍ରସିଦ୍ଧି | ମୋର୍ସ କୋଡ୍ |
---|
ବୈବାହିକ-ସାଥୀ(s) | ଲକ୍ରେଟିଆ ପିକରିଂ ୱାକର ଓ ସାରା ଏଲିଜାବେଥ ଗ୍ରିସଓଲ୍ଡ (Lucretia Pickering Walker and Sarah Elizabeth Griswold) |
---|
|
|
Close