From Wikipedia, the free encyclopedia
ସାକ୍ୱିନାଭିର, ଔଷଧ ଇନଭିରେଜ ଓ ଫର୍ଟୋଭେସ ନାମରେ ମିଳେ ଯାହା ଏକ ଆଣ୍ଟରେଟ୍ରୋଭାଇରାଲ ଔଷଧ ଯାହା ଅନ୍ୟ ଔଷଧ ସହ ମିଶି ଏଚଆଇଭି/ଏଡ୍ସ୍ର ଚିକିତ୍ସା ବା ପ୍ରତିରୋଧ ନିମନ୍ତେ ବ୍ୟବହାର କରାଯାଏ ।[2] ଏହା ସ୍ୱାଭାବିକ ଭାବେ ଏହା ରିଟୋନାଭିର ବା ଲୋପିନାଭିର/ରିଟୋନାଭର ସହିତ ଦିଆଯାଏ । ଏହା ପାଟିରେ ଦିଆଯାଏ । [2]
Clinical data | |
---|---|
Trade names | Invirase, Fortovase |
AHFS/Drugs.com | monograph |
MedlinePlus | a696001 |
Pregnancy category |
|
ATC code |
|
Pharmacokinetic data | |
Bioavailability | ~4% (without ritonavir boosting)[1] |
Protein binding | 98% |
Metabolism | Hepatic, mainly by CYP3A4 |
Elimination half-life | 9–15 hours |
Excretion | feces (81%) and urine (3%) |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank | |
ChemSpider | |
UNII | |
KEGG | |
ChEMBL | |
NIAID ChemDB | |
Chemical and physical data | |
Formula | C38H50N6O5 |
Molar mass | 670.841 g/mol |
3D model (JSmol) | |
SMILES
| |
InChI
| |
(verify) |
ଏହାର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାମାନଙ୍କର ନାମ ଅଇ, ବାନ୍ତି, ତରଳ ଝାଡ଼ା ଓ ଥକ୍କା ଅନୁଭବ । ଅଧିକ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ନାମ କ୍ୟୁଟି ଲମ୍ବିବା ସମସ୍ୟା, ହାର୍ଟ ବ୍ଲକ୍, ଅଧିକ ଲିପିଡ ସ୍ତର ଓ ଯକୃତ ସମସ୍ୟା । ଗର୍ଭାବସ୍ଥାରେ ଏହା ବିପଦମୁକ୍ତ ଜଣାପଡ଼େ । ଏହା ପ୍ରୋଟିଏଜ ଇନହିବିଟର ଶ୍ରେଣୀର ଓ ଏଚଆଇଭି ପ୍ରୋଟିଏଜ ଅବରୋଧ କରେ ।[2]
ସାକ୍ୱିନାଭିର ପ୍ରଥମେ ସନ ୧୯୯୫ରେ ବିକ୍ରୟ ହେଲା । [3] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[4] ସନ ୨୦୧୫ ସୁଦ୍ଧା ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୋଇନାହିଁ ଓ ବହୁତ ଦାମିକା ଔଷଧ । [5] ଏହାର ହୋଲସେଲ ଖର୍ଚ୍ଚ ଦିନକୁ ୪.୫୦ ଆମେରିକୀୟ ଡଲାର । [6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.