ଓଡ଼ିଆ ରାଜନୀତିଜ୍ଞ From Wikipedia, the free encyclopedia
ସରୋଜିନୀ ହେମ୍ବ୍ରମ (୧ ଅକ୍ଟୋବର ୧୯୫୯) ଓଡ଼ିଶା ରାଜ୍ୟର ଜଣେ ଭାରତୀୟ ରାଜନୀତିଜ୍ଞ । ସେ ବିଜୁ ଜନତା ଦଳର ସଦସ୍ୟ[1] । ସେ ୨୦୦୯ରେ ଓଡ଼ିଶା ବିଧାନ ସଭାକୁ ବାଙ୍ଗିରୀପୋଷୀ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ ଓ ହସ୍ତତନ୍ତ ବିଭାଗର ମନ୍ତ୍ରୀ ହୋଇଥିଲେ । ୨୦୧୪ରେ ରାଦ୍ୟସଭାକୁ ନିର୍ବାଚିତ ହୋଇଥିଲେ । [2][3][4]
ସରୋଜିନୀ ହେମ୍ବ୍ରମ | |
---|---|
ରାଜ୍ୟସଭା ସଦସ୍ୟ | |
Incumbent | |
Assumed office ୩ ଅପ୍ରେଲ୍ ୨୦୧୪ | |
ନିର୍ବାଚନ ମଣ୍ଡଳୀ | ଓଡ଼ିଶା |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ରାଇରଙ୍ଗପୁର, ମୟୁରଭଞ୍ଜ ଓଡ଼ିଶା | ୧ ଅକ୍ଟୋବର ୧୯୫୯
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ଭାଗିରଥୀ ନାଏକ |
December 9, 2014 ସୁଦ୍ଧା |
ସେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି[5] । ପ୍ରଥମେ କେ ଏନ୍ ଜି ଉଚ୍ଚ ବିଦ୍ୟାଳୟ, ବାରିପଦାରୁ ଶିକ୍ଷା ଗ୍ରହଣ ପରେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ସ୍ନାତ୍ତକୋତ୍ତର ଲାଭ କରିଥିଲେ[6] ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.